Browsing Tag

cm yogi adityanath

ବାନ୍ଦା ଡଙ୍ଗା ବୁଡିରେ ପ୍ରାଣ ହରାଇଥିବା ପ୍ରତି ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ଯୋଗୀ…

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବାନ୍ଦା ନୌକା ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିଜନଙ୍କୁ ୪ ଲକ୍ଷର ଆର୍ଥିକ ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି। ପୀଡିତଙ୍କୁ ତତ୍କାଳ ସହାୟତା ପ୍ରଦାନ ଏବଂ ଉଦ୍ଧାର କାର୍ଯ୍ୟ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡା…

ରାସନ କାର୍ଡଧାରୀଙ୍କୁ ଏବେ ମିଳିବ ପୌଷ୍ଟିକ ତତ୍ତ୍ୱଯୁକ୍ତ ଚାଉଳ, ଉପକୃତ ହେବେ ୧୫ ହଜାର କୋଟି ଲୋକ

ସରକାର ରାସନ କାର୍ଡ ଧାରକଙ୍କ ଫାଇଦା ପାଇଁ ସମୟ ସମୟରେ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି। ଏବେ ଉତ୍ତରପ୍ରଦେଶ ସରକାର ତରଫରୁ ସାର୍ବଜନିକ ରାସନ ବିତରଣ ପ୍ରଣାଳୀରେ କିଛି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କ ଅନୁଯାୟୀ, ୨୦୨୩ ଆରମ୍ଭରୁ ରାଜ୍ୟରେ ରାସନ ବିତରଣ…

ମାଗଣାରେ ରାସନ ବଣ୍ଟନ ନେଇ ସରକାରଙ୍କ ବଡ଼ ଘୋଷଣା: ଆହୁରି ୩ ମାସ ଯାଏଁ ଲୋକଙ୍କୁ ମିଳିବ ଖାଦ୍ୟ ସାମଗ୍ରୀ

ଆହୁରି ୩ ମାସ ଯାଏଁ ବଢ଼ିଲା ମାଗଣା ରାସନ ବଣ୍ଟନ। ଏନେଇ ଘୋଷଣା କରିଛନ୍ତି ଯୋଗୀ ସରକାର। ଉତ୍ତର ପ୍ରଦେଶର ଯୋଗୀ ସରକାର ଦ୍ୱିତୀୟ କାର୍ଯ୍ୟକାଳର ୧୦୦ ଦିନ ପୂରା ହେବା ଅବସରରେ ୧୫ କୋଟି ରାସନ କାର୍ଡ ଧାରୀଙ୍କୁ ବଡ଼ ଉପହାର ଦେଇଛନ୍ତି। ଯୋଗୀ ସରକାର ୨.୦ର ଗଠନ ମାର୍ଚ୍ଚ ୨୦୨୨ରେ ହୋଇଥିଲା।ଜୁଲାଇ…

ଆଜିଠୁ ଶ୍ରାବଣ ଆରମ୍ଭ; ହରିଦ୍ୱାରରେ ରାସ୍ତାକଡ଼ରେ ଖୋଲାଯାଇ ପାରିବନି ମଦ-ମାଂସ ଦୋକାନ, ନିର୍ଦ୍ଦେଶ ଦେଲେ ଯୋଗୀ…

ନୂଆଦିଲ୍ଲୀ : ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ଶ୍ରାବଣ ମାସ । ଏହି ଅବସରରେ ଶିବ ଭକ୍ତଙ୍କ ଭିଡ଼ ସବୁ ମନ୍ଦିରରେ ଦେଖାଯିବ। ଶିବଙ୍କର ଉପାସନା ପାଇଁ କାଉଡିଆମାନେ ଆଜି ଠାରୁ ଜଳଭାର ନେଇ ଶିବମନ୍ଦିର ଅଭିମୁଖେ ବାହାରିବେ । ଆସନ୍ତା ସୋମବାର ଦିନ କାଉଡିଆମାନେ ଚଳିତ ବର୍ଷ ପ୍ରଥମ ଥର ଶିବଲିଙ୍ଗରେ…

ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପକ୍ଷୀ ମାଡ଼ ଯୋଗୁଁ ଜରୁରୀ ଅବତରଣ କଲା ତାଙ୍କ…

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀଙ୍କ ହେଲିକପ୍ଟରର ଜରୁରୀ ଅବତରଣ। ହେଲିକପ୍ଟରରେ ପକ୍ଷୀ ମାଡ ହେବା ଯୋଗୁ ଜରୁରୀ ଅବତରଣ କରିଥିଲା ବିମାନ। ହେଲିକପ୍ଟର ବାରଣାସୀ ରିଜର୍ଭ ପୋଲିସ ଲାଇନ୍ସ ଗ୍ରାଉଣ୍ଡରୁ ଲକ୍ଷ୍ନୌ ପାଇଁ ଉଡାଣ ଭରିଥିଲା। ଠିକ୍‌ ମଝି ଆକାଶରେ ଏପରି ଅଘଟଣା ଘଟିଥିଲା।…

ଆଜମଗଡ଼ ନାଁ ହେବ ଆର୍ଯ୍ୟମଗଡ଼! ଯୋଗୀ ଆଦିତ୍ୟନାଥ ଦେଲେ ସଙ୍କେତ

ଉତ୍ତର ପ୍ରଦେଶ: ବଦଳିପାରେ ଉତ୍ତର ପ୍ରଦେଶର ଆଜମଗଡ଼ ଜିଲ୍ଲାର ନାଁ। ଏ ନେଇ ରବିବାର ଦିନ ସଙ୍କେତ ଦେଇଛନ୍ତି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଯୋଗୀ ଆଦିତ୍ୟନାଥ ସରକାର ଇତି ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାର ନାଁ ବଦଳାଇ ସାରିଛନ୍ତି। ରବିବାର ଦିନ ଯୋଗୀ ଦିନେଶ ଲାଲ ଯାଦବ…

ସ୍କୁଲରେ ମୋ ସହିତ ଜଣେ ଅଙ୍କଲ୍‌ ଆସି ଖରାପ କାମ କଲେ, ଏବେ ମୋତେ ବହୁତ କଷ୍ଟ ଲାଗୁଛି

ରାଜଧାନୀ ଦିଲ୍ଲୀରେ ପୁଣି ଏକ ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି। ଗ୍ରେଟର ନୋଏଡାରେ ଜଣେ ୩ ବର୍ଷର ଝିଅ ସହିତ ଡିଜିଟାଲ ରେପ୍‌ ହୋଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ପୋଲିସ ମାମଲା ଦାଏର କରିଛି। ପୀଡିତା ପିଲା ନିଜ ବାପାଙ୍କ ସହିତ ଥାନାକୁ ଆସି ପକୋସୋ ଆଇନ ଅନୁଯାୟୀ କେସ୍‌ ଦାଏର…

୫୧ ବର୍ଷରେ ପାଦ ଦେଲେ ଯୋଗୀ ଆଦିତ୍ୟନାଥ, ଉତ୍ସବ ପାଇଁ ତିଆରି ହେଉଛି ୫୧୦୦ କେଜିର ଲଡୁ

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ୫୧ ବର୍ଷରେ ପାଦ ଦେଇଛନ୍ତି। ତାଙ୍କୁ ୫୦ ବର୍ଷ ପୂରଣ ହେବା ଖୁସିରେ ରାଜ୍ୟରେ ଉତ୍ସବର ମାହୋଲ୍ଲ ଦେଖାଦେଇଛି। କିଏ ବୁଲଡୋଜରରେ ଆଳତି କରିଛି ତ ଆଉ କିଏ କ୍ୱିଣ୍ଟାଲ କ୍ୱିଣ୍ଟାଲ ଲଡ଼ୁ ବାଣ୍ଟୁଛି। ଆଜି ବାରଣାସୀରେ ହିନ୍ଦୁ ଯୁବ ବାହିନୀର…

ଭୟଙ୍କର ସଡ଼କ ଦୁର୍ଘଟଣା: କଣ୍ଟେନର ପଛରେ ପସିଗଲା ଆମ୍ବୁଲାନ୍ସ, ୭ ମୃତ

ବରେଲୀରେ ମଙ୍ଗଳବାର ସକାଳୁ ସକାଳୁ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବରେଲୀରେ ଏକ କେଣ୍ଟନର ଏବଂ ଆମ୍ବୁଲାନ୍ସ ମଧ୍ୟରେ ଧକ୍କା ହେବା ପରେ ୭ ଲୋକଙ୍କ ମୃତ୍ୟୁ ହୋଛି। ମୃତକଙ୍କ ମଧ୍ୟରେ ୩ ମହିଳା ଏବଂ ୪ ଜଣ ପୁରୁଷ ରହିଛନ୍ତି। ଏହି ଦୁର୍ଘଟଣାରେ ମୃତକଙ୍କ ପ୍ରତି ଶୋକବ୍ୟକ୍ତ କରିଛନ୍ତି…

ଠାକୁରଙ୍କୁ ଦର୍ଶନ ସାରି ଫେରୁଥିଲେ କିନ୍ତୁ ବାଟରେ ଛପି ରହିଥିଲା ଯମ: ୭ ଶ୍ରଦ୍ଧାଳୁ ମୃତ, ଅନେକ ଗୁରୁତର

ଉତ୍ତରପ୍ରଦେଶର ବହରାଇଚ ଜିଲ୍ଲାରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୭ ଜଣ ଶ୍ରଦ୍ଧାଳୁ ମୃତ୍ୟୁବରଣ କରିଛନ୍ତି। ତା’ ଛଡା ୯ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ କିଛିଙ୍କର ଅବସ୍ଥା ଗୁରୁତର ବୋଲି କୁହାଯାଉଛି। ସେମାନଙ୍କୁ ଜିଲ୍ଲା ହସପିଟାଲରେ ଭର୍ତ୍ତି…

ବୟସ୍କ ମହିଳାମାନେ ବସ୍‌ରେ କରିବେ ମାଗଣା ଯାତ୍ରା, ରାଜ୍ୟ ସରକାର କଲେ ଘୋଷଣା: ଜାଣନ୍ତୁ କେଉଁଠି

ମହିଳାମାନଙ୍କ ପାଇଁ ସରକାର ଦେଉଛନ୍ତି ବଡ ଉପହାର। ଏଣିକି ମହିଳାମାନେ ମାଗଣାରେ ବସ୍‌ରେ ଯାତ୍ରା କରିପାରିବେ ବୋଲି ଉତ୍ତରପ୍ରଦେଶ ସରକାର ଘୋଷଣା କରିଛନ୍ତି। ଦ୍ୱିତୀୟ ଥର ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିବା ପରେ ଯୋଗୀ ଆଦିତ୍ୟନାଥ ଏହି ଘୋଷଣା କରିଛନ୍ତି । ୟୁପିର ରୋଡୱେଜ…

ଉତ୍ତରପ୍ରଦେଶ ଗୋରଖପୁର ମନ୍ଦିର ଆକ୍ରମଣ ଘଟଣା, ଅଭିଯୁକ୍ତ ଠାରୁ ଦୁବାଇ ପାସପୋର୍ଟ ଜବତ କଲା ATS

ଉତ୍ତରପ୍ରଦେଶ ଗୋରଖପୁର ମନ୍ଦିର ଆକ୍ରମଣରେ ଗିରଫ ହୋଇଥିବା ଅହମଦ ମୁର୍ତଜା ଅବ୍ଦାସୀଙ୍କୁ ନେଇ ନୂଆ ନୂଆ ଖୁଲାସା ହେଉଛି। ଏବେ ଅହମଦ ମୁର୍ତଜା ଠାରୁ ପାସପୋର୍ଟ ଜବତ କରାଯାଇଛି। ଯେଉଁଥିରେ ସେ ଗତ ୬ ମାସ ତଳେ ଦୁବାଇ ଯାଇଥିବା ଜଣାପଡିଛି। କେବଳ ଏତିକି ନୁହେଁ ମୁର୍ଜତାଙ୍କ ପାସପୋର୍ଟ ମୁମ୍ବାଇ…