Browsing Tag

cmc

କାର ଛାଡି ବାଇକରେ ବୁଲନ୍ତୁ ସିଏମସି କର୍ମଚାରୀ, କାଉନସିଲ୍‌ ବୈଠକରେ କଟକ ମେୟରଙ୍କ କଡା ତାଗିଦ

କଟକ(କେନ୍ୟୁଜ୍):କାର ଛାଡି ଦୁଇ ଚକିଆ ଯାନରେ ବୁଲନ୍ତୁ ସିଏମସି କର୍ମଚାରୀ । ଗଳି କନ୍ଦି ବୁଲି ସ୍ଥିତି ଅନୁଧ୍ୟାନ କଲେ ହିଁ ସମସ୍ୟାର ସମାଧାନ ହୋଇ ପାରିବ ବୋଲି କହିଲେ ସିଏମସି ମେୟର ସୁବାଷ ସିଂ । ଆଜି କଟକ ମହାନଗର ନିଗମର ଦ୍ୱିତୀୟ କାଉନସିଲ୍‌ ବୈଠକରେ ଏମିତି କିଛି କଡା ତାଗିଦ କରିଛନ୍ତି…

କଟକରେ ପୁଣି ୧୭ ପଜିଟିଭ୍‌ ଚିହ୍ନଟ, ଆଜିଠାରୁ ଆରମ୍ଭ ହେବ କଣ୍ଟାକ୍ଟ ଟ୍ରେସିଂ

କଟକ: କଟକରେ ପୁଣି ୧୭ ପଜିଟିଭ୍‌ ଚିହ୍ନଟ । ମଧୁପାଟଣା ଅଞ୍ଚଳରେ ଥିବା ଏକ ଆଶ୍ରମରୁ ସମସ୍ତ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୨ ଜଣ ଅନ୍ତେବାସୀଙ୍କ ସ୍ୱାବ ସଂଗ୍ରହ ହୋଇଥିଲା । ଆଜିଠାରୁ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହେବ ବୋଲି ସିଏମ୍‌ସି ପକ୍ଷରୁ କୁହାଯାଇଛି । ଏହା ପୂର୍ବରୁ କଟକର ଏକ ଘରୋଇ…

ମକର ସଂକ୍ରାନ୍ତିରେ କଟକରେ ଗୁଡି ଉଡିବା ନେଇ କଟକଣା ଜାରି, ବିକ୍ରି କିମ୍ବା ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ

କଟକ: ମକର ସଂକ୍ରାନ୍ତିରେ କଟକରେ ଗୁଡି ଉଡିବା ନେଇ କଟକଣା । କଟକ ମହାନଗର ନିଗମ ପକ୍ଷରୁ କଟକଣା ଜାରି କରାଯାଇଛି । ଚାଇନିଜ୍‌ ମାଞ୍ଜା ଓ କାଚ ପ୍ରଲେପ ମାଞ୍ଜା ଉପରେ ରୋକ୍‌ ଲଗାଯାଇଛି । ଏହାର ବିକ୍ରି କିମ୍ବା ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ଉପରେ ନଜର ରଖିବାକୁ…

ଟ୍ୱିନ ସିଟି କରୋନା ଅପଡେଟ: ଭୁବନେଶ୍ୱରରୁ ୧୯୦ ଓ କଟକରୁ ୭୬ ନୂଆ ପଜିଟିଭ କେଶ

ଆଜି ଭୁବନେଶ୍ୱର ମହାନଗର ନିଗମରୁ ୧୯୦ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୩୮ ଜଣ କ୍ଵାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ୫୨ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାଯାଇଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ସହରରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୭୬୩କୁ ବୃଦ୍ଧି ପାଇଥିବା ବେଳେ…

କଟକ: CMCରୁ ପୁଣି ୪୧ ପଜିଟିଭି ଚିହ୍ନଟ, ୩୯ କ୍ବାରେଣ୍ଟାଇନ ୨ ଲୋକାଲ କେସ୍

କଟକ(କେନ୍ୟୁଜ୍): କଟକରେ ଉଦବେଗ ବଢାଇଛି କୋରୋନା ସଂକ୍ରମଣ। ଆଜି ପୁଣି ୪୧ ଜଣ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛି ସିଏମସି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଏସସିବି ମେଡିକାଲର ୧୨ ଜଣ ରୋଗୀଙ୍କ ସମ୍ପର୍କୀୟ ହୋଇଥିବା ବେଳେ ୨୭ ଜଣ ହେଉଛନ୍ତି ହୋମ କ୍ବାରେଣ୍ଟାଇନ କେସ୍। ଏହା ସହିତ ୨…

କଟକରେ କମୁଛି କରୋନା ସଂକ୍ରମଣ ସୂଚନା ଦେବା ସହିତ ସତର୍କ କରାଇଲେ ସିଏମସି କମିଶନର

କେନ୍ୟୁଜ: ରାଜ୍ୟରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଆଜି ସର୍ବାଧିକ ୭୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହା ଏବେ ପ୍ରଶାସନର ଚିନ୍ତାର କାରଣ ପାଲଟିଛି । ତେବେ କଟକ ସହରରେ ଗତ ସପ୍ତାହକ ମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି । କଟକ ମହାନଗର ନିଗମ ଓ ଗ୍ରାମାଞ୍ଚଳରେ ଘରକୁ ଘର…

ଆଜି ଭୁବନେଶ୍ଵରରୁ ୫୧ ଜଣ ଓ କଟକରୁ ୨୭ ଜଣ କରୋନା ପଜିଟିଭ ଚିହ୍ନଟ

କେନ୍ୟୁଜ : ଭୁବନେଶ୍ୱରରୁ ଆଉ ୫୧ ଜଣ କରୋନା ପଜିଟିଭ୍ ଚିହ୍ନଟ । କ୍ୱାରେଣ୍ଟାଇନ୍‌ରୁ ୩୫ ଓ ଲୋକାଲ କଣ୍ଟାକ୍ଟରୁ ୧୬ ଟି କେସ୍ ଚିହ୍ନଟ ହୋଇଛି। ଲୋକାଲ କଣ୍ଟାକ୍ଟ ମଧ୍ୟରୁ ଚିହ୍ନଟଙ୍କ ଭିତରୁ ଚନ୍ଦ୍ରଶେଖରପୁର, ଲକ୍ଷ୍ମୀସାଗର, କଳିଂଗଵିହାର, ଭରତପୁର, ଖାରବେଳ ନଗର, ଶାସ୍ତ୍ରୀନଗର, ଝାରପଡା,…