Browsing Tag

cng gas

ମାର୍ଚ୍ଚ ପହିଲାରୁ ଗ୍ରାହକଙ୍କୁ ମହଙ୍ଗା ମାଡ଼, ବଢିଲା CNG ଓ PNG ଦାମ୍

ମାର୍ଚ୍ଚ ଆରମ୍ଭରୁ ଗ୍ରାହକଙ୍କୁ ମହଙ୍ଗା ମାଡ ଆରମ୍ଭ ହୋଇଯାଇଛି। ମାର୍ଚ୍ଚ ୧ ତାରିଖରୁ ବାହନରେ ବ୍ଯବହାର ହଉଥିବା ସିଏନଜି ଏବଂ ଗ୍ଯାସ୍ ପିଏନଜି ଦାମ୍ ବଢିଛି। ଦିଲ୍ଲୀ ଏନସିଆରରେ ସୋମବାର ଠାରୁ ସିଏନଜି ଏବଂ ପିଏନଜି ଦାମ୍ ବଢିଛି। ସିଏନଜି ୭୦ ପଇସା ପଇସା ବଢିଥିବା ବେଳେ ପିଏନଜି ଦାମରେ ୯୧…