ପୁଣି ସାଧାରଣ ଗ୍ରାହକଙ୍କୁ ମହଙ୍ଗା ମାଡ଼, ଆଉ ଅଧିକ ୬ ଟଙ୍କା ଦେଇ କିଣିବେ ସିଏନଜି
ସାଧାରଣ ଜନତା ଉପରେ ପୁଣି ମହଙ୍ଗା ମାଡ ହୋଇଛି। ପୁଣି ଥରେ ଗ୍ରାହକ ମହଙ୍ଗା ଦରରେ ସିଏନଜି କିଣିବେ। ମୁମ୍ବାଇ ସହରର ଗ୍ୟାସ ବିତରକ ମହାନଗର ଗ୍ୟାସ୍ ଲିମିଟେଡ୍ ପକ୍ଷରୁ ସିଏନଜି ଦାମ୍ ବୃଦ୍ଧି କରାଯାଇଛି। ଏହାସହିତ ପିଏନଜିର ଦାମ ମଧ୍ୟ ବଢାଯାଇଛି। ଏବେ ପେଟ୍ରୋଲ ଓ ଡିଜେଲର ଦାମ୍ ସ୍ଥିର…