ପୁଣିଥରେ ମାଇକ୍ ଧରି କମେଣ୍ଟ୍ରି କରିବେ ରବି ଶାସ୍ତ୍ରୀ, ଏହି ମ୍ୟାଚ୍ରୁ କରିପାରନ୍ତି ଆରମ୍ଭ
ଟିମ୍ ଇଣ୍ଡିଆର କୋଚ୍ ପଦରୁ ବିଦାୟ ନେଇଛନ୍ତି ରବି ଶାସ୍ତ୍ରୀ। ତାଙ୍କ ପ୍ରଶିକ୍ଷଣରେ ଟିମ୍ ଇଣ୍ଡିଆ ସୋମବାର ଦିନ ଟି-୨୦ ବିଶ୍ୱ କପ୍ରେ ନାମିବିୟା ବିପକ୍ଷରେ ନିଜ ଶେଷ ମ୍ୟାଚ୍ ଖେଳିଛି। ରବି ଶାସ୍ତ୍ରୀଙ୍କ ସ୍ଥାନରେ ଏବେ ପୂର୍ବ ଭାରତୀୟ କ୍ୟାପ୍ଟେନ୍ ରାହୁଲ ଦ୍ରାବିଡ୍ ଇଣ୍ଡିଆ…