Browsing Tag

coal mine

ତାଳଚେର ଚମ୍ପାପସି ଭୂତଳ କୋଇଲା ଖଣିରୁ ବାହାରୁଛି ପାଣି

ତାଳଚେର : କୋଇଲା ଖଣିରୁ ବାହାରୁଛି ପାଣି । ତାଳଚେର ଚମ୍ପାପସି ଭୂତଳ କୋଇଲା ଖଣିରୁ ଅନବରତ ପାଣି ବାହାରୁଛି । ଯାହାକୁ ନେଇ ଭୟଭୀତ ସ୍ଥାନୀୟ ଅଞ୍ଚଳର ଲୋକେ । ଏହି କୋଇଲା ଖଣି ୧୫ ବର୍ଷ ହେବ ବନ୍ଦ ରହିଛି । ପାଣି ବାହାରୁ ଥିବାରୁ ମାଟି ଧସିବା ଆଶଙ୍କା ରହିଛି । ବାଲି ଭର୍ତ୍ତି…

ତାଳଚେର MCL ଭରତପୁର କୋଇଲା ଖଣି ଧସିବା ଘଟଣା: ୪ ମୃତ, ୩ ନିଖୋଜଙ୍କୁ ଠାବ ଲାଗି ଚାଲିଛି ଉଦ୍ଧାର କାର୍ଯ୍ୟ

ତାଳଚେର(କେନ୍ୟୁଜ୍): ତାଳଚେରରେ ଏମସିଏଲ୍‌ କୋଇଲା ଖଣିରେ ଡମ୍ପିଂୟାର୍ଡର କାନ୍ଥ ଭୁଶୁଡ଼ିବା ଘଟଣାରେ ଏବେବି ୩ ଜଣଙ୍କ ସନ୍ଧାନ ମିଳିପାରି ନାହିଁ । ଫସି ରହିଥିବା ୨ ଠିକା କର୍ମଚାରୀ ଓ ଜଣେ ସିକ୍ୟୁରିଟି ଗାର୍ଡଙ୍କ ପତ୍ତା ମିଳିନାହିଁ । ଆଜି ବି ଏନଡିଆରଏଫ୍‌ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି…

କୋଇଲା ପରିବହନ ଠପ୍ , ଖଣି ସମ୍ମୁଖରେ ଅର୍ଥନୈତିକ ଅବରୋଧ

ତାଳଚେର(କେନ୍ୟୁଜ୍) : ତାଳଚେରରେ ୮ଟି କୋଇଲା ଖଣି ସମ୍ମୁଖରେ ଅର୍ଥନୈତିକ ଅବରୋଧ ଚାଲିଛି। ୧୬ ଦଫା ଦାବିରେ ସୁରକ୍ଷା ମଞ୍ଚ ପକ୍ଷରୁ ବିକ୍ଷୋଭ କରାଯାଉଛି। ଫଳରେ କୋଇଲାଖଣିରୁ ଉତ୍ପାଦନ ଓ ପରିବହନ ବନ୍ଦ ହୋଇଯାଇଛି। ରେଳ ଯୋଗେ କୋଇଲା ପରିବହନ ମଧ୍ୟ ଠପ୍ ହୋଇଯାଇଛି। NTPC ଓ ନାଲକୋକୁ କୋଇଲା…

କୋଇଲା ଖଣି ଦୁର୍ନୀତି ମାମଲା, ପୂର୍ବତନ କୋଇଲା ସଚିବଙ୍କୁ ତିନି ବର୍ଷ ଜେଲ ଦଣ୍ଡ

ଭୁବନେଶ୍ବର (କେନ୍ଯୁଜ୍) : କୋଇଲା ଖଣି ଦୁର୍ନୀତି ମାମଲାରେ ପୂର୍ବତନ କୋଇଲା ସଚିବ ଏଚ୍‌.ସି.ଗୁପ୍ତାଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ । ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ଦଣ୍ଡବିଧାନ କରିଛନ୍ତି। ଏହି ମାମଲାରେ କୋଇଲା ବିଭାଗର ପୂର୍ବତନ ସଂଯୁକ୍ତ ସଚିବ କେ.ଏସ୍‌.କ୍ରୋଫା ଓ ପୂର୍ବତନ…

ତାଳଚେର ଲିଙ୍ଗରାଜ କୋଇଲା ଖଣିରେ ଅଘଟଣ, ବିଦ୍ୟୁତ ଆଘାତରେ ଜଣେ ମୃତ, ଜଣେ ଗୁରୁତର

ତାଳଚେର(କେନ୍ଯୁଜ୍) : ତାଳଚେର ଲିଙ୍ଗରାଜ କୋଇଲା ଖଣି ଭିତରେ ଅଘଟଣ । ଖଣି ଭିତରେ ଥିବା ଏକ ବିଦ୍ୟୁତ ଖୁଣ୍ଟ ଉପରେ ଚଢି କାମ କରୁଥିବାବେଳେ ଅଘଟଣ ଘଟିଛି । ବିଦ୍ୟୁତ୍‌ ଚାର୍ଜ ହୋଇଯିବାରୁ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକଙ୍କ ନାଁ ଭୁବନ ନାଏକ । ଗୁରୁତର ହୋଇଥିବା…