୩ଦିନ ପରେ ବି ତାଳଚେର ଏମସିଏଲ ଭରତପୁର କୋଇଲା ଖଣିରେ ଚାପି ହୋଇରହିଥିବା ଶ୍ରମିକଙ୍କ ମିଳୁନି ପତ୍ତା
ତାଳଚେର(କେନ୍ୟୁଜ୍): ୩ଦିନ ପରେ ବି ତାଳଚେର ଏମସିଏଲ ଭରତପୁର କୋଇଲା ଖଣିରେ ଚାପି ହୋଇରହିଥିବା ଶ୍ରମିକଙ୍କ ପତ୍ତା ମିଳୁନାହିଁ। ବୁଧବାର ସଂଧ୍ୟା ସୁଦ୍ଧା ଜଣେ ଶ୍ରମିକଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ତିନିଜଣ ଶ୍ରମିକ କୋଇଲା ତଳେ ଚାପି ହୋଇ ରହିଥିବା ଆଶଙ୍କା ରହିଛି।…