Browsing Tag

coal scarcity may affect electricity production

ଦେଶରେ ଉତ୍କଟ କୋଇଲା ଅଭାବ : ସଂକଟରେ ବିଜୁଳି ଉତ୍ପାଦନ, ଓଡ଼ିଶାରେ ପଡ଼ିପାରେ ପ୍ରଭାବ

ଭୁବନେଶ୍ୱର (କେନ୍ୟୁଜ୍‌) : ଦେଶରେ ଉତ୍କଟ କୋଇଲା ଅଭାବ ଦେଖାଦେଇଛି । ବିଜୁଳି ଉତ୍ପାଦନରେ ଦେଖାଦେଇଛି ସଂକଟ । । ଅନେକ ବଡ଼ବଡ଼ ପାଓ୍ଵାର ପ୍ଲାଣ୍ଟରେ ଆଉ ମାତ୍ର ୨ ଦିନର କୋଇଲା ମହଜୁଦ ଅଛି । ଯଥାଶ୍ରୀଘ୍ର କୋଇଲା ଯୋଗାଣ ନହେଲେ ଠପ୍ ହୋଇଯିବ ଉତ୍ପାଦନ । ଦିଲ୍ଲୀ ସମେତ ଉତ୍ତର ଭାରତ ଅନ୍ଧାରରେ…