ଧାରା ୩୭୦ର ଉଚ୍ଛେଦ ପରେ ସମୁଦ୍ର ତଟରୁ ପାକିସ୍ତାନର ସମ୍ଭାବ୍ୟ ଆକ୍ରମଣ ଆଶଙ୍କା, ସତର୍କ କଲା ଭାରତୀୟ ନୌସେନା
ସମୁଦ୍ରରେ ପାକିସ୍ତାନ ପକ୍ଷରୁ ସମ୍ଭାବ୍ୟ ଆକ୍ରମଣ ଆଶଙ୍କା। ଏନେଇ ସତର୍କ କଲା ଭାରତୀୟ ନୌସେନା। ଜମ୍ମୁ କଶ୍ମୀରରେ ଧାରା ୩୭୦ର ଉଚ୍ଛେଦ ଓ ଦୁଇଦେଶ ମଧ୍ୟରେ ଦେଖାଦେଇଥିବା ତିକ୍ତତାକୁ ଲକ୍ଷ୍ୟ କରି ଏଭଳି ସତର୍କ ସୂଚନା ଜାରି କରାଯାଇଛି। ଭାରତର ପୂର୍ବ ଓ ପଶ୍ଚିମ ସମୁଦ୍ରତଟରେ ୭୫୧୪ କିମି ତଟରେ…