ଚୀନ ଓ ପାକିସ୍ତାନ ନୌସମରାଭ୍ୟାସ ବେଳେ ଭାରତର ବଡ଼ ପଦକ୍ଷେପ, ଆରବ ସାଗରରେ ମୁତୟନ ହେଲା ଆଇଏନଏସ୍ ବିକ୍ରମାଦିତ୍ୟ
କେନ୍ୟୁଜ୍(ବ୍ୟୁରୋ): ଚୀନ ଓ ପାକିସ୍ତାନ ନୌସମରାଭ୍ୟାସ କରୁଥିବା ବେଳେ ଭାରତର ବଡ଼ ପଦକ୍ଷେପ । ଆରବ ସାଗରରେ ମୁତୟନ ହେଲା ଆଇଏନଏସ୍ ବିକ୍ରମାଦିତ୍ୟ । ଚୀନ ଓ ପାକିସ୍ତାନ ମଧ୍ୟରେ ହେଉଥିବା ୯ ଦିନିଆ ବିଶାଳ ନୌସମରାଭ୍ୟାସ ସମୟରେ ଭାରତ ନିଜର ଉପସ୍ଥିତିକୁ ଜାହିର କରିଛି । ଚୀନ ଓ ପାକିସ୍ତାର…