Browsing Tag

cobra

ଉଦ୍ଧାର ହେଲା ବିରାଟ ତମ୍ପ ସାପ, ଧରା ପଡିବା ପରେ କେମିତି ଓଗାଳିଲା ଗିଳିଥିବା ଚିଆଁ କୁକୁଡା ଦେଖନ୍ତୁ ଭିଡିଓ

ମୟୂରଭଞ୍ଜ(କେନ୍ୟୁଜ୍): ଉଦ୍ଧାର ହେଲା କୁକୁଡା ଖିଆ ତମ୍ପସାପ। ଧରାପଡିବା ପରେ ଓଗାଳିଲା ଗିଳିଥିବା କୁକୁଡା। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଅଧିନସ୍ଥ ବଡ଼ଖୁଣ୍ଟା ଅଂଚଳରେ। ସୂଚନା ଅନୁସାରେ ଗତ ପ୍ରାୟ ଦୁଇମାସ ହେବ ସ୍ଥାନୀୟ ଅଂଚଳରେ ବହୁ କୁକୁଡ଼ା ମରି…

ଶୀତୁଆ ପାଗରେ ଫଣା ଟେକି ବସିଛନ୍ତି ୩ କୋବ୍ରା, ଲାଗୁଛି ଯେମିତି କରୁଛନ୍ତି ଜରୁରୀ ମିଟିଂ; ଦେଖନ୍ତୁ ଭିଡିଓ

ସାପ ନାଁ ଶୁଣିବା ମାତ୍ରେ ଲୋକଙ୍କର ପିଳେହି ପାଣି ହୋଇଯାଏ। କାରଣ ସାପ ଏକ ଭୟଙ୍କର ଜୀବ। ଏହା ବିଷାକ୍ତ ହୋଇଥିବାରୁ ଲୋକମାନେ ସାପ ଠାରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି। ତେବେ ଗୋଟିଏ ସାପ ଦେଖିବା ମାତ୍ରେ ତ ଲୋକଙ୍କ ଅବସ୍ଥା ଖରାପ ହୋଇଯାଏ। କିନ୍ତୁ ଥରେ ଚିନ୍ତା କଲେ ଯଦି ଆପଣଙ୍କୁ ଏକା…

ସୁପ୍‌ ବନାଇବା ପାଇଁ କାଟିଥିଲେ ନାଗସାପ, ୨୦ ମିନିଟ୍‌ ପରେ ଚୋଟ ପକାଇଲା କଟା ମୁଣ୍ଡ, ଘଟଣାସ୍ଥଳରେ ଶେଫ୍‌ଙ୍କ ମୃତ୍ୟୁ

ସର୍ପ ଦଂଶନରେ ଲୋକର ମୃତ୍ୟୁ ହେବା ସାଧାରଣ କଥା। କିନ୍ତୁ ଦକ୍ଷିଣ ଚୀନରେ ଏମିତି ଏକ ଘଟଣା ଘଟିଛି, ଯାହା ବିଷୟରେ ଶୁଣିଲେ ଆପଣ ଏକଦମ୍‌ ଆଶ୍ଚର୍ଯ୍ୟ ହୋଇଯିବେ। ଏଠାରେ ଏକ ରେଷ୍ଟୁରାଣ୍ଟର ଶେଫ୍‌ ନାଗ ସାପର ମୁଣ୍ଡ କାଟି ଅଲଗା ରଖି ଦେଇଥିଲେ। ଏହାପରେ ସେ ସାପର ସୁପ୍‌ ବନାଇବା ପ୍ରସ୍ତୁତିରେ…

ନାଗ ନେଉଛି ପ୍ରତିଶୋଧ, ୩୧ ବର୍ଷରେ ୭୨ ଥର କାମୁଡିବା ପରେ ମଧ୍ୟ ଜୀବନ୍ତ ରହିଛନ୍ତି ସୁବ୍ରମଣ୍ଯମ

ଦୈନନ୍ଦିନ ଜୀବନରେ ଆପଣ ନିଶ୍ଚୟ ସାପ କାମୁଡ଼ିବା ସମ୍ବନ୍ଧୀୟ ଅନେକ ଖବର ଶୁଣିଥିବେ । କିନ୍ତୁ ନାଗର ଏପରି ଏକ ପ୍ରତିଶୋଧ ଘଟଣା କେବେ ଶୁଣିନଥିବେ ଯେ, ଜଣେ ବ୍ୟକ୍ତିଙ୍କୁ ୩୨ ବର୍ଷ ଭିତରେ ୭୨ ଥର କାମୁଡ଼ିଛି । ତେବେ ଅନେକ ଲୋକ ବିଶ୍ୱାସ କରନ୍ତି ଯେ ସାପମାନେ ତାଙ୍କର ପ୍ରତିଶୋଧ ନିଅନ୍ତି ।…

ଯୁବା ଦେଖାଯିବା ପାଇଁ ଯୁବତୀମାନେ ପିଅନ୍ତି ନାଗ ସାପ ରକ୍ତ, ଏଠାରେ ପ୍ରତିଦିନ ବଢ଼ୁଛି ଡିମାଣ୍ଡ

ସାପକୁ କିଏ ବା ନ ଡରେ। ଘରେ ହେଉ କି ଯିବାଆସିବା ରାସ୍ତା, ସାପଟିଏ ଦେଖିଦେଲେ ଜୀବନ ଅଧା ଚାଲିଗଲା ଭଳି ଲାଗେ। ଠିକ୍‌ ସେହିଭଳି ଜାକର୍ତ୍ତାର ଲୋକେ ମଧ୍ୟ ସାପକୁ ବେଶ୍‌ ଭୟ କରନ୍ତି। କିନ୍ତୁ ଆପଣ ଜାଣି ଚକିତ ହେବେ ଯେ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଏକ ଏପରି ଗଳି ରହିଛି, ଯେଉଁଠିକାର…

ନାଗ ମୁଣ୍ଡରୁ ବାହାରିଲା ଆଲୋକ, ଦେଖନ୍ତୁ ଏହି ଅଲୌକିକ ଘଟଣାର ଭିଡିଓ

ନାଗ ମୁଣ୍ଡରେ ଥାଏ ନାଗମଣି । ଏକଥା ତ ସମସ୍ତେ ଜାଣନ୍ତି । କିନ୍ତୁ ଏବେ ସାପ ମୁଣ୍ଡରୁ ବାହରୁଛି ଆଲୋକ । ଯାହାକୁ ଦେଖି ଆଶ୍ଚର‌୍ୟ୍ୟ ହୋଇ ଯାଇଥିଲେ ସ୍ଥାନୀୟ ବାସିନ୍ଦା । ଏଭଳି ଏକ ଅଲୌକିକ ଘଟଣା ଦେଖିବାକୁ ମଳିଳି କର୍ଣ୍ଣାଟକରେ । ଏହି ସାପର ଏକ ଭିଡିଓ ମଧ୍ୟ ଆସିଛି ସାମ୍ନାକୁ । ଯେଉଁଥିରେ…

ସର୍ପରାଜ୍ ବନିଲେ ସର୍ଫରାଜ୍ : ନାଗ କାମୁଡ଼ିବାରୁ ହାତରେ ଧରି ଆଉଥରେ କାମୁଡ଼ିବାକୁ ଦେଲେ ଚ୍ୟାଲେଞ୍ଜ

ହରଦୋର : ନାଗ ନାମ ଶୁଣିବା ମାତ୍ରେ ସମସ୍ତଙ୍କ ମନରେ ଭୟ ଜାତ ହୋଇଥାଏ। ନିକଟରେ ଉତ୍ତରପ୍ରଦେଶ ହରଦୋର ଜିଲ୍ଲାରେ ଏକ ଆଶ୍ଚର୍ୟ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତିଙ୍କୁ ନାଗ ସାପ କାମୁଡ଼ିବାରୁ ସେ ରାଗି ଯାଇଥିଲେ। ପରେ ସେ ନାଗଟିକୁ ହାତରେ ଧରି ତାହାକୁ ଆଉଥରେ କାମୁଡ଼ିବାକୁ…