ପୁରୀ : ସାପ ପଶୁଥିଲା ପିଲାଙ୍କ ସ୍କୁଲ ବ୍ୟାଗ୍ରେ, ଅଳ୍ପକେ ରକ୍ଷା ପାଇଲେ ଛାତ୍ର ଛାତ୍ରୀ
ପୁରୀ (କେ ନ୍ୟୁଜ୍): ସ୍କୁଲ ବ୍ୟାଗ୍ରେ ପଶୁଥିଲା ବିଷଧର ନାଗସାପ । ଅଳ୍ପକେ ନଜର ପଡ଼ିଲା ଓ ରକ୍ଷା ପାଇଗଲେ ପିଲା । ପୁରୀ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଖଡ଼ିପଦା ପ୍ରାଥମିକ ବିଦ୍ୟାଳୟରୁ ଏହି ନାଗସାପକୁ ଉଦ୍ଧାର କରାଯାଇଛି । ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇବାକୁ ବାହାରକୁ ଆସିଥିବା ବେଳେ ଏହି…