ତାମିଲନାଡୁରେ ବନ୍ଦ ହୋଇପାରେ କୋକାକୋଲା ଓ ପେପ୍ସି !
ଚେନ୍ନାଇ : ଅଗଷ୍ଟ ୧୫ ତାରିଖରୁ ତାମିଲନାଡୁ ଲୋକମାନଙ୍କୁ ଆଉ କୋକାକୋଲା ଏବଂ ପେପ୍ସି ଥଣ୍ଡା ପାନୀୟ ପିଇବାକୁ ନ ମିଳିପାରେ । ତାମିଲନାଡୁର ବ୍ୟବସାୟୀ ସଂଗଠନ ଫେଡେରେସନ୍ ଅଫ୍ ଟ୍ରେଡର୍ସ ଆସୋସିଏସନର ଜଣେ ଅଧିକାରୀ ଏହି ଘୋଷଣା କରିଛନ୍ତି କି ରାଜ୍ୟରେ ଅଗଷ୍ଟ ୧୫ ତାରିଖରୁ ଏହି ଦୁଇ…