ଆଜି ବି ଜାରି ରହିବ କୁକୁଡା ମରା ଅଭିଯାନ, ଓୟୁଏଟି କୁକୁଡା ଫାର୍ମ ଓ ଏହାର ୧କିଲୋମିଟର ପରିଧି ଭିତର ସ୍ଥାନ ଗୁଡିକରେ…
କେନ୍ୟୁଜ୍(ବ୍ୟୁରୋ): ଆଜି ବି ଜାରି ରହିବ କୁକୁଡା ମରା ଅଭିଯାନ। ଓୟୁଏଟି କୁକୁଡା ଫାର୍ମ ଓ ଏହାର ୧କିଲୋମିଟର ପରିଧି ଭିତରେ ଆସୁଥିବା ଅ଼ଞ୍ଚଳ ଗୁଡିକରେ ଚାଲୁ ରହିବ କଲିଂ। କଲିଂରେ ନିୟୋଜିତ ଅଛନ୍ତି ୧୩ଟି ଟିମ୍ । ଓୟୁଏଟିରୁ ୧୦କିଲୋମିଟର ଅଞ୍ଚଳକୁ ନିରୀକ୍ଷଣରେ ରଖାଯାଇଛି । ସେସବୁ…