ସାରା ଫ୍ରାନ୍ସରେ ଚହଳ ସୃଷ୍ଟି କରିଥିଲା କୁକୁଡା କେସ୍, ମିଳିଲା ବୋବାଇବାର ଅଧିକାର
ଆଗକାଳରେ କୁକୁଡାର ରାବ ଶୁଣି ଲୋକେ ସକାଳ ହେବା କଥା ଜାଣୁଥିଲେ। ସକାଳୁ କୁକୁଡା ବୋବାଇବା ସ୍ୱାଭାବିକ କିନ୍ତୁ କ’ଣ ଆପଣ ଭାବିଛନ୍ତି କି, ଯଦି କୌଣସି କୁକୁଡାକୁ ଏହି ବୋବାଇବା ପାଇଁ କେସ୍ ଲଢିବାକୁ ପଡିଛି । କିନ୍ତୁ ଏପରି ଏକ ଘଟଣା ଫ୍ରାନ୍ସର ଅଦାଲତରେ ଦେଖିବାକୁ ମିଳିଛି। ଯେଉଁଠି ଏକ…