Browsing Tag

cocktail therapy

ଭୁବନେଶ୍ୱର କିମ୍ସରେ ପହଞ୍ଚିଲା କକଟେଲ୍‌ ଥେରାପୀ, କରୋନା ଚିକିତ୍ସାରେ ବେଶ ପ୍ରଭାବୀ

ଭୁବନେଶ୍ୱର(କେ ନ୍ୟୁଜ): ଭୁବନେଶ୍ୱର କିମ୍ସରେ ପହଞ୍ଚିଲା କକଟେଲ୍‌ ଥେରାପୀ । କୋଭିଡ ରୋଗୀଙ୍କ ଚିକିତ୍ସାରେ କାମ ଦେଉଛି କକଟେଲ୍‌ ଥେରାପୀ । ସ୍ୱଳ୍ପ ଓ ମଧ୍ୟମ ସଂକ୍ରମିତଙ୍କ ପାଇଁ ବେଶ ଉପାଦେୟ । ସୂଚନାରୁ ଜଣାଯାଇଛିଯେ ଏହି ଥେରାପି ହେଉଛି ଦୁଇଟି ମନୋକ୍ଲୋନାଲ ଆଣ୍ଟିବଡିର ସମିଶ୍ରଣ ।…