Browsing Tag

coconut

ଆଜି ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ନଡିଆ ଆଳୁ ପେଟିସ୍‌, ଜାଣନ୍ତୁ କେମିତି

ଇନ୍ଦୋରୀ ଖୋପରା ଆଳୁ ପେଟିସ ସ୍ୱାଦିଷ୍ଟ ଯୋଗୁଁ ଅନେକ ଲୋକଙ୍କର ପ୍ରଥମ ପସନ୍ଦ ହୋଇସାରିଛି। ଇନ୍ଦୋରୀ ପୋହ ମଧ୍ୟ ସମଗ୍ର ବିଶ୍ୱରେ ଟେଷ୍ଟ ଯୋଗୁଁ ପରିଚିତ। ଅନେକ ଲୋକ ଇନ୍ଦୋର କେବଳ ଏହି ଖାଦ୍ୟ ଖାଇବାକୁ ଆସିଥାନ୍ତି। ଏଠାରେ ମିଳୁଥିବା ଖୋପରା ଆଳୁ ପେଟିସ ସ୍ୱାଦିଷ୍ଟ ସହିତ ସ୍ୱାସ୍ଥ୍ୟପାଇଁ ବେଶ…

ହିନ୍ଦୁଧର୍ମରେ ମହିଳାମାନେ ଭାଙ୍ଗନ୍ତି ନାହିଁ ପୂଜା ନଡିଆ, ଜାଣନ୍ତୁ କାରଣ କ’ଣ

ନଡିଆ ବିନା କୌଣସି ପୂଜା ପାଠ, ଯଜ୍ଞ କିମ୍ବା କୌଣସି ଶୁଭ କାର୍ଯ୍ୟ ପୂରଣ ହୋଇପାରେ ନାହିଁ। କିନ୍ତୁ ପୂଜା ପାଠ କିମ୍ବା ଶୁଭ କାର୍ଯ୍ୟରେ ଲାଗିଥିବା ନଡିଆକୁ ମହିଳାମାନେ ଭାଙ୍ଗିବା ଅଶୁଭ ହୋଇଥାଏ। ଏ ମହିଳାମାନେ ପୂଜାରେ ନଡିଆକୁ ଅର୍ପଣ କରିପାରନ୍ତି କିନ୍ତୁ ଭାଙ୍ଗନ୍ତି ନାହିଁ। ହିନ୍ଦୁ…

କେବଳ ନଡ଼ିଆ ନୁହେଁ, ଏହାର ଚା’ରେ ବି ରହିଛି ଅନେକ ଔଷଧୀୟ ଗୁଣ; ଜାଣନ୍ତୁ Coconut Teaର ଫାଇଦା

ନଡ଼ିଆ ଓ ନଡ଼ିଆ ପାଣିର ଫାଇଦା ବିଷୟରେ ତ ଆମେ ସମସ୍ତେ ଜାଣିଛନ୍ତି। କିନ୍ତୁ କେବେ ନଡ଼ିଆ ଚା’ କଥା ବୋଧେ କେହି ଶୁଣିନଥିବେ। ଏହା ଏକ ସ୍ୱାଦିଷ୍ଟ ପେୟ ହେବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। କୋରା ନଡ଼ିଆ ଓ ନଡ଼ିଆ କ୍ଷୀରରେ ଗ୍ରୀନ୍‌ ଟି କିମ୍ବା ବ୍ଲାକ୍‌ ଟି ମିଶାଇ ନଡ଼ିଆ ଚା’…

ନଡିଆ ସଢେଇର ମୂଲ୍ୟ ୨୦୦୦ଟଙ୍କା ! ଅନଲାଇନ ଚାଲିଛି କିଣାବିକା

ଆଗକୁ ଆସୁଛି ଖରାଦିନ । ପଇଡ ପାଣି ତ ନିଶ୍ଚୟ ପିଉଥିବେ । କିନ୍ତୁ ଯେତେବେଳେ ଆପଣ ନଡିଆ ଖାଉଥିବେ ଦେଖିଥିବେ ତା ଉପରେ ଏକ କଠିନ ସ୍ତ ରହିଛି, ଯେଉଁଥିରେ ନଡିଆ ଥାଏ । ଏହି ହାର୍ଡ ଲେୟାରକୁ ନଡିଆ ସେଲ କୁହାଯାଏ । ଲୋକେ ନଡିଆ ଖାଇବା ପରେ ଏହାକୁ ଫୋପାଡି ଦିଅନ୍ତି । କିନ୍ତୁ ବଜାରରେ ଏହାର ଢେର…

ପୂଜାରେ ବ୍ୟବହାର କରାଯାଉଥିବା ନଡ଼ିଆକୁ ମହିଳା ମାନେ ଭାଙ୍ଗିବା ଅନୁଚିତ୍‌, ଏହା ପଛରେ ଥିବା କାରଣ ଜାଣନ୍ତୁ

ହିନ୍ଦୁ ଧର୍ମରେ ନଡ଼ିଆକୁ ବହୁତ ପବିତ୍ର ମନାଯାଏ। ଏହାକୁ ଶ୍ରୀଫଳ ବୋଲି ମଧ୍ୟ କୁହନ୍ତି। ଯିଏ ଯାହା ମାନସିକ ରଖନ୍ତି ସେଥିପାଇଁ ନଡ଼ିଆ ଯାଚନ୍ତି। ଏହି କାରଣରୁ ପୂଜା, ଯଜ୍ଞ ଆଦି ଶୁଭ କାମରେ ଏହାର ବ୍ୟବହାର କରାଯାଏ। ନଡ଼ିଆର ପ୍ରୟୋଗ କେବଳ ଶୁଭ କାମ ପାଇଁ କରାଯାଇଥାଏ। ଏହାସହିିତ ନଡ଼ିଆ ପାଣିକୁ…

ଅଟୋ ଆସୋସିଏସନ କର୍ମକର୍ତ୍ତାଙ୍କ ନିଆରା ପ୍ରୟାସ: ଜଗା ପାଇଁ ଭକ୍ତ ଦେଇଥିବା ପ୍ରାୟ ଏକ ହଜାର ନଡ଼ିଆ ଧରି ପହଞ୍ଚିଲେ…

ପୁରୀ(କେନ୍ଯୁଜ୍): କାଳିଆ ପାଇଁ ନଡ଼ିଆଟିଏ। ସ୍ମାର୍ଟ ସିଟି ଭୁବନେଶ୍ୱର ଅଟୋ ଆସୋସିଏସନ କର୍ମକର୍ତ୍ତା ଏଭଳି କାର୍ଯ୍ୟକ୍ରମର ଆରମ୍ଭ କରିଛନ୍ତି। ପୁରୀ ଓ କଟକ ଅଟୋ ସଂଘର କର୍ମକର୍ତ୍ତା ମଧ୍ୟ ଏଥିରେ ସାମିଲ ହୋଇଥିଲେ। ପ୍ରାୟ ଏକ ହଜାର ନଡ଼ିଆ ପ୍ରଭୁଙ୍କ ପାଇଁ ପୁରୀ ଅଣାଯାଇଛି। ଜନ୍ମବେଦୀ…

କ୍ଷୀର ଭଳି ଗୋରା ହୋଇଯିବ ଆପଣଙ୍କ ତ୍ୱଚା, ଖାଆନ୍ତୁ କଞ୍ଚା ନଡିଆ

ନଡିଆର ବ୍ୟବହାର ପୂଜା ଠାରୁ ନେଇ ଖାଦ୍ୟର ସ୍ୱାଦ ବଢ଼ାଇବାରେ କରାଯାଏ। ସ୍ୱାସ୍ଥ୍ୟ ଏବଂ ସୌନ୍ଦଯ୍ୟର୍ ଉଭୟ ପାଇଁ ନଡିଆକୁ ବ୍ୟବହାର କରାଯାଏ। ଆପଣ ନଡିଆର ଗୁଣ ବିଷୟରେ ଶୁଣିଥିବେ। କେଶକୁ ଗ୍ରୋଥ ଆଉ ହେଲଦି ବନାଇବା ପାଇଁ ନଡିଆ ତେଲ ବ୍ୟବହାର କରାଯାଏ। ଖାଲି ଏତିକି ନୁହେଁ ତ୍ୱଚାରେ ଚମକ ଆଣିବା…

କଟକ ଜଗତପୁର ଠାରୁ ସାଲେପୁର ପର୍ଯ୍ଯନ୍ତ ରାସ୍ତା କଡରେ ଚାଲିଛି ପଇଡ ବ୍ଯବସାୟ, ଜମୁଛି ଗ୍ରାହକଙ୍କ ଭିଡ

ସାଲେପୁର: ଆଜିକାଲିର ଆଧୁନିକ ସମାଜରେ ଫାଷ୍ଟ ଫୁଡର ଚାହିଦା ବେଶ୍ ଅଧିକ ରହିଛି। ବାଟ ଘାଟ ସବୁଠାରେ ବେପାରୀମାନେ ନିଜର ବ୍ଯବସାୟ ମେଲାଇଛନ୍ତି । ସମୟ ସହିତ ତାଳ ଦେଇ ପାଶ୍ଚାତ୍ଯ ସଂସ୍କୃତିର ଲୋକେ ଏବେ ଅନୁ କରଣ କରିବାକୁ ଲାଗି ଲେଣି ବିଦେଶୀ ଖାଦ୍ୟ ଓ ପାନୀୟକୁ । କିନ୍ତୁ କେଉଁଠି ନା କେଉଁଠି…

ଏବେ ଛୁଞ୍ଚିଫୋଡି ନୁହେଁ ନଡିଆରୁ ମଧ୍ୟ ଜାଣିହେବ ବ୍ଲଡଗ୍ରୁପ: ରିସର୍ଚ୍ଚ

ଆପଣ ଜ୍ୟୋତିଷ ଏବଂ ତା’ ପାଖରେ ଥିବା ପିଞ୍ଜରାରେ ଥିବା ଶୁଆ ଭବିଷ୍ୟ କହୁଥିବା ଆପଣ ନିଶ୍ଚିତ ଜାଣିଥିବେ। କିନ୍ତୁ ନଡିଆ ଆପଣଙ୍କ ଭବିଷ୍ୟ କହିବ ତାହା ଆପଣ କେବେ ବି ଜାଣିନଥିବେ କିମ୍ବା ଶୁଣିନଥିବେ। ସାଧାରଣତଃ ନଡିଆକୁ ଆମେ ମନ୍ଦିରରେ ପୂଜାର୍ଚ୍ଚନା କରିବା ହେଉ କିମ୍ବା ଘରେ ପିଠାପଣା…

କୌଣସି ନୂତନ କାର୍ଯ୍ଯ କରିବା ପୂର୍ବରୁ କାହିଁକି ଭଙ୍ଗାଯାଏ ନଡ଼ିଆ, ଜାଣନ୍ତୁ କ’ଣ ରହିଛି ଏହାର ମହତ୍ବ

ଆମେ ଯେତେବେଳେ କିଛି ନୂଆ କାମ କରିଥାଉ ସର୍ବପ୍ରଥମେ ନଡ଼ିଆ ଭାଙ୍ଗିଥାଉ। ସେ ନୂଆ ଦୋକାନ ଘର ହେଉ, ନୂତନ ବାହାନ ହେଉ କିମ୍ବା କୌଣସି ମାଙ୍ଗଳିକ କାର୍ଯ୍ଯରେ ମଧ୍ଯ ନଡ଼ିଆ ଫଟା ଯିବାର ପରମ୍ପରା ରହିଛି। କିନ୍ତୁ କଣ ଆପଣ ଜାଣିଛନ୍ତି କି ପ୍ରତ୍ଯେକ କାର୍ଯ୍ଯର ଶୁଭାରମ୍ଭରେ କାହିଁକି ଫଟାଯାଏ ନଡ଼ିଆ।…

ନଡିଆର କେବଳ ଗୋଟିଏ ଖଣ୍ଡ ଦୂର କରିଦେବ ଆପଣଙ୍କ ଶରୀରର ଅନେକ ସମସ୍ୟା !

ନଡିଆ ଏକ ଏମିତି ଫଳ ଯାହା ପୂଜା କାର୍ଯ୍ୟରେ ଯେତିିକି ମହତ୍ତ୍ୱପୂର୍ଣ୍ଣ ଏବଂ ଶୁଭ ବୋଲି ଧରାଯାଏ ସେତିକି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭକାରୀ ହୋଇଥାଏ। ଏହା ମାତ୍ରାର ଲାଭକାରୀ ଯେ ଆପଣ ବି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଭିଟାମିନ ଏବଂ ମିନେରାଲରେ ଭରପୂର ହୋଇଥିବା ନଡିଆ ଏକ ସୁପରଫୁଡ୍‌ ଅଟେ…

୧୯ ବର୍ଷର ଏହି ବାଳକ ନଡିଆ ଖୋଳ ସହିତ କଲେ କିଛି ଏପରି କାରନାମା, ଯାହାକୁ ଦେଖି ରହିଗଲା ସାରା ଦୁନିଆ

ଅଦରକାରୀ ଜିନିଷକୁ କିପରି ଉପଯୋଗ କରିପାରିବା ଏଥିପାଇଁ ଏକ ଉଦାହରଣ ସାଜିଛନ୍ତି ମଧ୍ୟପ୍ରଦେଶରେ ରହୁଥିବା ଗଜେନ୍ଦ୍ର ଶର୍ମା । କେବଳ ୭୨ ଟଙ୍କା ବିନିମୟରେ କଞ୍ଚା ନଡିଆ ଖୋଳରେ ସେ ବିଶ୍ବର ୫୧ଟି ଐତିହାସିକ କ୍ଷେତ୍ରର ଚିତ୍ର ତିଆରି କରିଛନ୍ତି । ଗଜେନ୍ଦ୍ରଙ୍କ ବୟଷ ୧୯ବର୍ଷ ହୋଇଥିବାବେଳେ ସେ…