ନଡ଼ିଆ ଓ ଆଲୋବେରା ଜେଲ କିପରି ନିଜ ଓଠରେ ବ୍ୟବହାର କରିବେ, ଜାଣନ୍ତୁ
ଋତୁକାଳୀନ ପରିବର୍ତ୍ତନରେ ଶରୀରର ସମସ୍ତ ଅଙ୍ଗ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଜଳବାୟୁ ପରିବର୍ତ୍ତନ ହେଲେ ଏହା ତ୍ୱଚା ଉପରେ ବେଶ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ । ଘରୋଇ ଉପଚାର କରୁଥିଲେ ମଧ୍ୟ ଏହାକୁ ପରିବର୍ତ୍ତନ କରାଯାଏ । ଯଦି ଆପଣଙ୍କ ଓଠ କଳା ଏବଂ ଏହାକୁ ଆପଣ ଗୋଲାପି ରଙ୍ଗ…