ଥଣ୍ଡା ଥଣ୍ଡା ପାଗରେ ବନାନ୍ତୁ କୋକୋନଟ୍ ପିନଟ୍ ସୁପ୍, ସ୍ୱାଦ ଏମିତି ପାଟିରୁ ଆସିଯିବ ପାଣି
ଆବଶ୍ୟକ ସାମଗ୍ରୀ
ନଡିଆ ରସ – ୧ କପ୍
ବାଦାମ୍ ମଞ୍ଜି (ଦରଦରା ପେଶା ହୋଇଥିବା) – ୧/୨ କପ୍
ବେସନ – ୨ ଚାମଚ
ତେଲ – ୨ ଚାମଚ
ଜୀରା – ୧ ଚାମଚ
କଞ୍ଚା ଲଙ୍କା – ୧ ଚାମଚ (ଛୋଟ କଟା ହୋଇଥିବା)
କାକୁଡି – ୧/୪ କପ୍ (ଛୋଟ କଟା ହୋଇଥିବା)
ଟମାଟୋ – ୧/୪ କପ୍…