ଓଜନ କମାଇବ ନଡ଼ିଆ ପାଣି; ଖୁବ୍ କମ୍ ଦିନରେ ଆପଣ ଦେଖାଯିବେ ସ୍ଲିମ୍…ଜାଣି ରଖନ୍ତୁ ଫାଇଦା
ଓଜନ ବୃଦ୍ଧି ଏବଂ ମୋଟାପଣ ଆଜିକାଲି ଏକ ଗମ୍ଭୀର ସମସ୍ୟା ହୋଇଗଲାଣି। ଅନେକ ଲୋକ ନିଜର ବଢ଼ୁଥିବା ଓଜନକୁ ନେଇ ଚିନ୍ତାରେ ରହୁଛନ୍ତି। ମୋଟାପଣ ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟାକୁ ମଧ୍ୟ ଡାକି ଆଣିଥାଏ। ଏହି ମୋଟାପଣରୁ ଦୂରେଇ ରହିବା ପାଇଁ ପ୍ରତିଦିନ ବ୍ୟାୟାମ ଏବଂ ଉଚିତ ଡାଏଟ୍ ନେବା ଅତ୍ୟନ୍ତ…