Browsing Tag

coffee

କଫିରେ ଚାମଚେ ଘିଅ ମିଶାଇ ପିଅନ୍ତୁ, ଆଶ୍ଚର୍ଯ୍ୟଜନକ ଭାବେ କମିବ ଓଜନ

ଓଜନ କମାଇବାକୁ ଆଜିକାଲି ଲୋକମାନେ କଫି ବା ବ୍ଲାକ୍‌ କଫି ପିଉଛନ୍ତି। ଏହା ଶରୀରରୁ ମେଦକୁ ହ୍ରାସ କରେ। କିନ୍ତୁ ଏବେ ଲୋକମାନେ କଫିରେ ଘିଅ ମିଶାଇ ପିଉଥିବା ଦେଖାଯାଇଛି। ଘିଅ କଫି ଶୁଣିବାକୁ ଅଦ୍ଭୁତ ଲାଗୁଥିଲେ ବି ଏବେ ଏହା କିଛି ଲୋକଙ୍କ ମଧ୍ୟରେ ଟ୍ରେଣ୍ଡ୍‌ରେ ରହିଛି। ଖାସ୍‌ କରି ବଲିଉଡ୍‌…

ଦୈନିକ ୨ ରୁ ୩ କପ୍ କଫି ପିଇବା ଦ୍ୱାରା ୨୩ ପ୍ରତିଶତ ଦୂର ହେବ କିଡନୀ ରୋଗର ଆଶଙ୍କା, ଆନ୍ତର୍ଜାତୀୟ ରିପୋର୍ଟ

ବିଭିନ୍ନ ପ୍ରକାର ରୋଗ ପାଇଁ ବିଭିନ୍ନ ପ୍ରକାର ଔଷଧ ରହିଛି। ପୁଣି ବର୍ତ୍ତମାନ ଅଧିକ ମାତ୍ରାରେ ବଢ଼ିବାରେ ଲାଗିଛି ଏହି କିଡନୀ ରୋଗ। କିନ୍ତୁ ଆପଣ ଏହି ରୋଗରୁ ବଞ୍ଚିବା ପାଇଁ କଫି ପିଇ ପାରିବେ। ଏପରି ଯୁକ୍ତରାଷ୍ଟ୍ର ଆମେରିକାର କିଡନୀ ଇଣ୍ଟରନାସ୍ନାଲ ରିପୋର୍ଟ କହିଛି। ଯୁକ୍ତରାଷ୍ଟ୍ର…

ଆଣ୍ଠୁ ପର୍ଯ୍ୟନ୍ତ ଲମ୍ବା, ଘନ ଓ କଳା କେଶ ଚାହୁଁଛନ୍ତି କି? ବ୍ୟବହାର କରନ୍ତୁ କଫି…ଆଉ ଜାଣି ରଖନ୍ତୁ ଏହାର ଜବରଦସ୍ତ…

ଆଣ୍ଠୁ ପର୍ଯ୍ୟନ୍ତ ଲମ୍ବା, ଘନ ଓ କଳା କେଶ ଚାହୁଁଛନ୍ତି କି? ତା’ ହେଲେ ବ୍ୟବହାର କରନ୍ତୁ କଫି। ଏହା ଆପଣଙ୍କ କେଶକୁ ବଢ଼ାଇବାରେ ସାହାଯ୍ୟ କରି ପାରିବ। କଫି ଆଣ୍ଟି ଅକ୍ସିଡାଣ୍ଟସ୍‌ରେ ଭରପୂର ହୋଇଥାଏ, ଯାହାକି କେଶ ପାଇଁ ବେଶ୍‌ ଲାଭଦାୟକ ହୋଇପାରେ। କଫି ବ୍ୟବହାର ଦ୍ୱାରା କେଶର ବିଭିନ୍ନ…

ଧଳା କେଶ ପାଇଁ ବରଦାନ କଫି, ଗୋଟିଏ ସପ୍ତାହରେ ଦେଖାଇବ ଚମତ୍କାର

ସାଧାରଣତଃ ଲୋକେ କଫିକୁ କେବଳ ପାନୀୟ ଭାବେ ବ୍ୟବହାର କରିଥାନ୍ତି । କିନ୍ତୁ କଫି ଏପରି ଏକ ଜିନିଷ , ଯାହାକୁ ପାନୀୟ ଭାବେ ବ୍ୟବହାର କରିବା ସହିତ, ଏହାକୁ କେଶ ପାଇଁ ମଧ୍ୟ ବ୍ୟବହାର କରାଯାଇପାରେ । କେଶକୁ କଳା କରିବା ପାଇଁ ବଜାରରେ ବିଭିନ୍ନ ସାମଗ୍ରୀ ଉପଲବ୍ଧ, କିନ୍ତୁ କିଛି ଲୋକ କେବଳ କେଶକୁ…

ଦିନକୁ ୧୦୦ ସିଗାରେଟ୍, ୩୦ କପ କଫି ପିଅନ୍ତି ଶାହାରୁଖ, ଏମିତି ରହିଛି କିଙ୍ଗ ଖାନଙ୍କ ଜୀବନଶୈଳୀ

ବଲିଉଡର କିଙ୍ଗ ଖାନ ଅର୍ଥାତ୍ ଶାହାରୁଖ ଖାନଙ୍କୁ ଜାଣିବା ପାଇଁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ । ସେ ବଲିଉଡରେ ସେହି ସ୍ଥାନ ପାଇଛନ୍ତି, ଯାହା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ । କିନ୍ତୁ ଏହି ଖ୍ୟାତି ପଛରେ ମଧ୍ୟ ଏକ ସତ୍ୟତା ଲୁଚି ରହିଛି, ଏହା ଜାଣି ଆପଣ ମଧ୍ୟ ଚକିତ ହେବେ। କୋଟି କୋଟି…

ଗରମା ଗରମ କଫି, ସତ ନୁହେଁ ଛବି; ଇଏ ତ ଚିତ୍ରକରର କରାମତି

ଦିନ ସାରା ଖଟି ଖଟି ଘରକୁ ଫେରିବା ପରେ କପେ କଫି ମିଳିଗଲେ, ଶରୀରରେ ପୁଣିଥରେ ଜୋଶ୍‌ ଚାଲି ଆସେ। ଶରୀରକୁ ଫୂର୍ତ୍ତି ରଖିବାରେ କଫି ବେଶ୍‌ ସାହାଯ୍ୟ କରିଥାଏ। ପ୍ରାୟତଃ ଆମେ ସମସ୍ତେ ଘରେ କଫି ପିଇଥାଉ। ଏହାର ସ୍ୱାଦ ଯୋଗୁ ହିଁ ଅନେକ ଲୋକଙ୍କ ନିୟମିତ ଡାଏଟ୍‌ରେ କପେ କଫି ଥାଏ। ଏବେ…

ଚା’ ନା କଫି ! ଶୀତଦିନେ କେଉଁ ପାନୀୟ ପିଇବା ଉଚିତ

ଶୀତ ଦିନେ ଚା’ ଓ କଫି ପିଇବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି। ଏହାର ସ୍ୱାଦ ପାଟିକୁ ମିଠା ଲାଗୁଥିବାରୁ ଲୋକମାନେ ଥଣ୍ଡାରୁ ମୁକ୍ତି ପାଇଁ ଚା’ ଓ କଫି ପିଇଥାନ୍ତି। ଏହା ଶରୀରକୁ ସତେଜ ବି ରଖିଥାଏ। ଏଣୁ ଅବସାଦରେ ରହିଲେ କିମ୍ବା ମାନ୍ଦା ଲାଗୁଥିଲେ ଚା’ କିମ୍ବା କଫି ପିଇବାକୁ ଡାକ୍ତର…

ଆଜି ଇଣ୍ଟରନ୍ୟାସନାଲ କଫି ଡେ, ବନାନ୍ତୁ ରେସ୍ତୋରାଁ ଷ୍ଟାଇଲ ଟେଷ୍ଟୀ କଫି

ଆବଶ୍ୟକ ସାମଗ୍ରୀ ୨ ଗ୍ଲାସ କ୍ଷୀର ୫ ଚାମଚ ଚିନି ୨ଟି କଫି ପାଉଚ ଗୋଟେ କଫି ମଗ୍‌ ୧/୨ କପରୁ ଅଳ୍ପ ପାଣି ଗରମ କ୍ଷୀର ପ୍ରସ୍ତୁତି ପ୍ରଣାଳୀ ଯେତେବେଳ ଯାଏଁ କ୍ଷୀର ଗରମ ହେଉଥିବ, ତାରି ଭିତରେ ଆପଣ ବାକି ସବୁକୁ ପ୍ରସ୍ତୁତ କରନ୍ତୁ। ଏଥିପାଇଁ ଏକ କଫି ମଗରେ ଚିନି ପକାନ୍ତୁ।…

ଦେଶବିଦେଶରେ ମହକିବ କୋରାପୁଟ କଫି, ବିକ୍ରି ପାଇଁ ସହମତି ପ୍ରକାଶ କଲା ଟାଟା କଫି

କୋରାପୁଟ(କେ.ନ୍ୟୁଜ): ଦେଶବିଦେଶରେ ମହକିବ କୋରାପୁଟ କଫି। କୋରାପୁଟ କଫିର ବିକ୍ରି ବଟା ପାଇଁ ଟାଟା କଫି ସହମତି ପ୍ରକାଶ କରିଛି। ଏନେଇ କୋରାପୁଟ କସମପଦର ଗାଁର ସଫଳ କଫି ଚାଷୀ ସୁଲୋଚନା ଖରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଚ୍ଚ ପ୍ରଶଂସା କରିଛନ୍ତି। କୋରାପୁଟର କଫି ଚାଷୀଙ୍କ ସମୃଦ୍ଧି…

ଓଜନ କମ୍ କରିବା ପାଇଁ କଫିରେ ମିଶାନ୍ତୁ କେବଳ ଗୋଟିଏ ଜିନିଷ, ମାସକରେ ହୋଇଯିବେ ସ୍ଲିମ୍

କରୋନା ମହାମାରୀ ଯୋଗୁ ଲୋକମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ୱାର୍କ ଫ୍ରମ ହୋମ କରୁଛନ୍ତି। ଏଭଳି ସ୍ଥିତିରେ ଦିନ ସାରା ଗୋଟିଏ ସ୍ଥାନରେ ବସିବା ହେତୁ ଲୋକଙ୍କ ଓଜନ ବଢ଼ିବାରେ ଲାଗିଛି। କୌଣସି ଶାରୀରିକ ପରିଶ୍ରମ ନ କରିବା ଯୋଗୁ ଓଜନ ଆଶାତୀତ ଭାବେ ବୃଦ୍ଧି ପାଉଛି। ତେବେ ଆପଣ ଚାହିଁଲେ ଘରେ ରହି…

କଫି ପିଇବାର ସଠିକ୍ ସମୟ କ’ଣ ? ଜାଣନ୍ତୁ କ’ଣ କହୁଛନ୍ତି ଏକ୍ସପର୍ଟ

ଏବେ କଫି ପିଉଥିବା ଲୋକଙ୍କ ସଂଖ୍ଯା ଧିରେ ଧିରେ ବଢିବାକୁ ଲାଗିଲାଣି। ଥକ୍କାପଣ ଦୂର କରିବା ପାଇଁ ଲୋକ କଫି ପିଉଛନ୍ତି। ଏକ ଅଧ୍ୟୟନ ମୁତାବକ, କଫି ପିଇବା ଦ୍ବାରା ଶରୀରରେ ଏନର୍ଜି ଆସିଥାଏ। କଫି ପିଇବାର ସଠିକ୍ ସମୟ ରହିଛି କିନ୍ତୁ ଆଜିକାଲି ଲୋକ ଦରକାର ଠାରୁ ଅଧିକ କଫି ପିଇବାକୁ ଲାଗିଛନ୍ତି।…

ନିୟମିତ କଫି ପିଅନ୍ତୁ, ଲିଭର କ୍ୟାନ୍ସର ଠାରୁ ଦୁରେଇ ରୁହନ୍ତୁ

ପୃଥିବୀର ପ୍ରାୟ ସବୁ ଦେଶର ଲୋକେ କଫି ପିଇବାକୁ ପସନ୍ଦ କରିଥାନ୍ତି । ପୂର୍ବରୁ ହୋଇଥିବା ଏକ ଗବେଷଣା ଅନୁଯାୟୀ କଫି ପିଇବା ପରେ ବ୍ରେନ ବା ମସ୍ତିସ୍କ ଅଧିକ କ୍ରିୟାଶୀଳ ହୋଇଉଠେ । ଫଳରେ ଶରୀର ଅଧିକ ଫୁର୍ତ୍ତି ହୁଏ । କିନ୍ତୁ ଏହି କଫିଯେ କ୍ୟାନ୍ସର ପରି ଏକ ଗମ୍ଭୀର ସମସ୍ୟାକୁ ମଧ୍ୟ ମାତ…