Browsing Tag

coffee icecream

ଲକଡାଉନ ରେସିପିର ମଜା, ଘରେ ଏପରି ପ୍ରସ୍ତୁତ କରନ୍ତୁ ଥଣ୍ଡା ଥଣ୍ଡା କଫି ଆଇସକ୍ରିମ

ଗରମ ଦିନ ଆସିଗଲାଣି। ଆଉ ଗରମରେ ଥଣ୍ଡା ଥଣ୍ଡା ଆଇସକ୍ରିମ, କୋଲଡ଼ ଡ୍ରିଙ୍କସ ପିଇବାକୁ ଲୋକେ ବହୁତ ପସନ୍ଦ କରନ୍ତି। ଗରମ ଦିନ ଆସିଲେ ବଜାରରେ ବିଭିନ୍ନ ଫ୍ଲେବରର ଆଇସକ୍ରିମ ଖାଇବାର ମଜା ଅଲଗା। କିନ୍ତୁ ଏଥର ଲକଡାଉନ ଚାଲୁଥିବା କାରଣରୁ ଘରୁ ବାହାରକୁ ବାହାରିବା ମୁସ୍କିଲ। ଆଉ ଏହି କରୋନା…