Browsing Tag

coffee painting

୪.୫ କିଲୋଗ୍ରାମ Expired କଫି ଦାନାରେ ବିଶାଳ ପେଣ୍ଟିଂ, ‘ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡ’ରେ ସ୍ଥାନ…

ସଉଦି ଆରବର ଜଣେ ମହିଳା କଳାକାର କଫି ଦାନାରେ ଦୁନିଆର ସବୁଠାରୁ ବଡ଼ ପେଣ୍ଟିଂ କରି 'ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡ'ରେ ସ୍ଥାନ ପାଇଛନ୍ତି। ଏହି ଉପଲବ୍ଧିକୁ ହାସଲ କରିବାରେ ସେ ହୋଇଛନ୍ତି ଦେଶର ପ୍ରଥମ ମହିଳା। ଓହୁଦ ଅବଦଲ୍ଲା ଅଲମାଲକୀଙ୍କ କଫି ପେଣ୍ଟିଂରେ ସଉଦି ଆରବ ଏବଂ ୟୁଏଇର ୭ଜଣ…