Browsing Tag

coffee

ନିୟମିତ କଫି ପିଅନ୍ତୁ, ଲିଭର କ୍ୟାନ୍ସର ଠାରୁ ଦୁରେଇ ରୁହନ୍ତୁ

ପୃଥିବୀର ପ୍ରାୟ ସବୁ ଦେଶର ଲୋକେ କଫି ପିଇବାକୁ ପସନ୍ଦ କରିଥାନ୍ତି । ପୂର୍ବରୁ ହୋଇଥିବା ଏକ ଗବେଷଣା ଅନୁଯାୟୀ କଫି ପିଇବା ପରେ ବ୍ରେନ ବା ମସ୍ତିସ୍କ ଅଧିକ କ୍ରିୟାଶୀଳ ହୋଇଉଠେ । ଫଳରେ ଶରୀର ଅଧିକ ଫୁର୍ତ୍ତି ହୁଏ । କିନ୍ତୁ ଏହି କଫିଯେ କ୍ୟାନ୍ସର ପରି ଏକ ଗମ୍ଭୀର ସମସ୍ୟାକୁ ମଧ୍ୟ ମାତ…

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ, ଇଣ୍ଡୋନେସିଆରେ ଏହି ଶିଶୁ ଦିନକୁ ପିଉଛି ୧.୫ ଲିଟର କଫି

ସାଧାରଣ ଭାବେ ୫ ବର୍ଷରୁ ସାନ ପିଲାଙ୍କୁ ଚାହା କିମ୍ବା କଫି ପିଇବାକୁ ଦିଆଯାଇନଥାଏ । କିନ୍ତୁ ଇଣ୍ଡୋନେସିଆରେ ଏମିତି ଏକ ଶିଶୁ ଅଛି । ଯିଏ ପ୍ରତିଦିନ ଅତି କମରେ ୧.୫ ଲିଟର କଫି ପିଇଥାଏ । ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଏହି ଶିଶୁ ଟିର ବୟଷ ମାତ୍ର ୧୪ ମାସ । କିନ୍ତୁ ଦିନକୁ ଏତେ ମାତ୍ରାରେ କଫି…

ଦୁନିଆର ସବୁଠାରୁ ଦାମି କଫି, ମୂଲ୍ୟ ଜାଣି ହେବ ନାହିଁ ବିଶ୍ବାସ

କାଲିଫୋର୍ଣ୍ଣିଆ : କାଲିଫୋର୍ଣ୍ଣିଆର ପ୍ରସିଦ୍ଧ କ୍ଳେଚ କ୍ୟାଫେ ଦାବି କରିଛି ତାଙ୍କ ପାଖରେ ଦୁନିଆର ସବୁଠାରୁ ମହଙ୍ଗା କଫି ବିକ୍ରି ହୋଇଥାଏ। ଏହି କ୍ୟାଫେରେ ଗୋଟିଏ କପ୍ କଫିର ମୂଲ୍ୟ ୭୫ ଡଲାର ଅର୍ଥାତ୍ ପାଖାପାଖି ୫୨୦୦ ଟଙ୍କା ରହିଛି। ଏହି ବହୁମୂଲ୍ୟ କଫିର ନାମ ଏଲିଡା ନେଚୁରାଲ ଗିସା ୮୦୩…