Browsing Tag

coimbatur

ବ୍ରେନ ଡେଡ଼ ଶିକାର ହୋଇଥିବା ପୁଅ ଶରୀରର ୯ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଗୁଡିକୁ ଦାନ କଲେ ପିତା ମାତା

ନିଜେ ସିନା ଚାଲିଗଲେ କିନ୍ତୁ ବଞ୍ଚେଇ ଦେଇଗଲେ ୯ ଜୀବନ । ଘଟଣାଟି ଘଟିଛି ତାମିଲ ନାଡୁ ସ୍ଥିତ କୋଏମ୍ବାଟୁରରେ । ସମ୍ପୂର୍ଣ୍ଣରୂପେ ବ୍ରେନ ଡେଡ଼ ହୋଇଯାଇଥିବା ବାଳକ ଶରୀରର ୯ଟି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଗୁଡିକୁ ଶୁକ୍ରବାର ପରିବାର ଲୋକ ଦାନ କରିଦେଇଛନ୍ତି । ଯାହାଦ୍ୱାରା ଅନ୍ୟ ୯ ଜଣଙ୍କ…