Browsing Tag

coin

ଖଜା ଖାଇବା ବଦଳରେ ୫ ଟଙ୍କିଆ କଏନ୍ ଢୋକିଦେଲା ୨ ବର୍ଷର ଛୁଆ

(କେନ୍ୟୁଜ): ଖଜା ଖାଇବା ବଦଳରେ କଏନ୍ ଢୋକିଦେଲେ ଜଣେ ୨ ବର୍ଷର ଛୁଆ। ଅଇନିପୁର କରମଳା ମଠ ଲିଲିବାଳା ନାୟକଙ୍କ ଦୁଇବର୍ଷିଆ ଛୁଆ ଗତକାଲି ଏକ ୫ ଟଙ୍କିଆ କଏନ୍ ଗିଳି ଦେଇ କଷ୍ଟ ପାଉଥିଲେ। ପ୍ରଥମେ ଛୁଆକୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ଫେରାଇ ଦେଇଥିବା…

ପରିବା ଡାଲାରେ ରେଜା ନେଇ ସ୍କୁଟର କିଣିବାକୁ ଶୋ-ରୁମ୍‌ରେ ପହଞ୍ଚିଲେ ଯୁବକ, କଏନ୍‌ ଗଣି ଗଣି ମାଲିକ ବେହାଲ୍‌

ଆସାମର ଜଣେ ବ୍ୟକ୍ତିଙ୍କ ସ୍କୁଟର କିଣିବାର ଏକ ନିଆରା କାହାଣୀ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ସାଜିଛି। କାରଣ ବ୍ୟକ୍ତି ଜଣକ ଶୋ-ରୁମ୍‌କୁ ପରିବା ଡାଲାରେ ୫ ଡାଲା ଫୁଲ୍‌ କରି ରେଜା ପଇସା ନେଇ ସ୍କୁଟର କିଣିବାକୁ ଯାଇଥିଲେ। ଏହି ରେଜାକୁ ସେ ସଞ୍ଚୟ କରି ରଖିଥିଲେ। ବର୍ଷ ବର୍ଷ ଧରି ସେ…

୨ଟଙ୍କା ଓ ୧୦ଟଙ୍କିଆ ମୁଦ୍ରାରେ ଚାରିଧାଡି କାହିଁକି, ଜାଣନ୍ତି କି ?

ଭାରତରେ ସ୍ୱାଧୀନତା ପରଠାରୁ ମୁଦ୍ରାରେ ଅନେକ ପରିବର୍ତ୍ତନ ଆସିଛି । ବିଭିନ୍ନ ନାମରେ ଓ ଡିଜାଇନରେ ପ୍ରସ୍ତୁତ କରାଯାଇଛି ମୁଦ୍ରା । ଏହାରି ଭିତରେ ନୂଆଁ ପଦ୍ଧତି ଗୁଡିକ ସାମନାକୁ ଆସୁଛି । ଏସବୁ ଭିତରେ ଆପଣ କେବେ ମାର୍କ କରିଛନ୍ତି କି ଯେ ୨ଟଙ୍କା ଓ ୧୦ଟଙ୍କିଆ ମୁଦ୍ରାରେ କିଛି ଲାଇନ ରହିଛି ।…

ଗୁରୁ ନାନକଙ୍କ ୫୫୦ ତମ ଜନ୍ମଦିନ ଅବସରରେ କଏନ ଲଞ୍ଚ କଲା ପାକିସ୍ତାନ

ପାକିସ୍ତାନ ସରକାର ଗୁରୁ ନାନକଙ୍କ ୫୫୦ ତମ ଜନ୍ମ ଦିବସ ଅବସରରେ ଏକ ସ୍ମାରକୀ କଏନ ଜାରି କରିଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ଜରିଆରେ ଏହି ସିକ୍କାକୁ ଲୋକ ଲୋଚନଙ୍କୁ ଆଣିଛନ୍ତି । ଏହା ସହ ଇମ୍ରାନ ଏହା ମଧ୍ୟ କହିଛନ୍ତି କି ଗୁରୁ ନାନକଙ୍କ…

ବିଦେଶୀ ମୁଦ୍ରା ସଂଗ୍ରହ କରିବା ନିଶାରେ ରାହିମ୍ ଖାଁ, ୧୦୦ରୁ ଅଧିକ ଦେଶର ବିଦେଶୀ ମୁଦ୍ରାର ମାଲିକ

ବାଲେଶ୍ୱର ସହର ମାଣିଖମ୍ବର ରାହିମ୍ ଖାଁ। ନିଶା ତାଙ୍କର ବିଦେଶୀ ମୁଦ୍ରା ସଂଗ୍ରହ କରିବା। ଦୀର୍ଘ ୨୦ ବର୍ଷ ପରିଶ୍ରମ କରି ୧୦୦ରୁ ଅଧିକ ବିଦେଶୀ ମୁଦ୍ରା ସଂଗ୍ରହ କରିପାରିଛନ୍ତି। ଲକ୍ଷ୍ୟ ତାଙ୍କର ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡସରେ ସ୍ଥାନ ପାଇବା । ନିଶା ବିଦେଶୀ ମୁଦ୍ରା ସଂଗ୍ରହ…

ଜବତ ୪୫ବସ୍ତା ଖୁଚୁରା ଟଙ୍କାର ଖୋଳତାଡ ଆରମ୍ଭ କରିଛି ଜିଏସଟି ବିଭାଗ

ଭୁବନେଶ୍ବର (କେନ୍ୟୁଜ୍) : ଭୁବନେଶ୍ୱରରୁ ଜବତ ୪୫ବସ୍ତା ଖୁଚୁରା ଟଙ୍କାର ଖୋଳତାଡ ଆରମ୍ଭ କରିଛି ଜିଏସଟି ବିଭାଗ । ଜବତ ମୁଦ୍ରା ୨୬ଲକ୍ଷ ଟଙ୍କାରୁ ଅଧିକ ହେବ । କୋଲକତାର କେଉଁ କେଉଁ ବ୍ୟବସାୟୀ ଏତେ ପରିମାଣର ଟଙ୍କା ଭୁବନେଶ୍ୱରକୁ ପଠାଇଥିଲେ ତାହା ସ୍ପଷ୍ଟ ହୋଇନି । ତେବେ ଦୁଇଟି ବସର ମାଲିକ,…