Browsing Tag

COL SMGRAM SINGH BATTI DEAD

ଲସ୍କର-ଇ-ତୋଏବା ଶିବର ଧ୍ବଂସ କରିଥିବା କର୍ଣ୍ଣେଲ ସଂଗ୍ରାମ ସିଂହଙ୍କ ଦେହାନ୍ତ

ଯୋଧପୁର : ପାକିସ୍ତାନ ଅଧିକାରରେ ଥିବା କାଶ୍ମୀର (ପିଓକେ)ରେ ପଶି ଲସ୍କର-ଇ-ତୋଏବା ଶିବରକୁ ଧ୍ବଂସ କରିବାରେ ପ୍ରମୁଖ ଭୂମିକା ନେଇଥିବା ସାହସୀ ପାରା କମାଣ୍ଡୋ କର୍ଣ୍ଣେଲ ସଂଗ୍ରାମ ସିଂହ ଭଟ୍ଟି ଙ୍କ ଦେହାନ୍ତ ହୋଇଛି । ଦିଲ୍ଲୀ ସ୍ଥିତ ସେନା ହସପିଟାଲରେ ତାଙ୍କର ପରଲୋକ ଘଟିଛି ।…