କୋଲ୍ଡ ଡ୍ରିଙ୍କ୍ର ଗୋଟିଏ ବୋତଲ ଦାମ୍ ୩୬ ଲକ୍ଷ ଟଙ୍କା! ଜାଣନ୍ତୁ, ଡିସ୍କାଉଣ୍ଟ ଚକ୍କରରେ ଆସି କେମିତି ଫସିଗଲେ ଏହି…
ଆମେରିକାରେ ଜଣେ ବ୍ୟକ୍ତିଙ୍କୁ ଦୋକାନରୁ କୋଲ୍ଡ ଡ୍ରିଙ୍କ୍ କିଣିବା ଭାରୀ ପଡ଼ିଯାଇଛି। ଦୋକାନୀ ତାଙ୍କ ବିରୋଧରେ ପୋଲିସରେ କେସ୍ ଦେବା ପରେ ଅଭିଯୁକ୍ତଙ୍କ ଉପରେ ୫୦,୦୦୦ ଡଲାର ଅର୍ଥାତ୍ ୩୬ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି। ଏତିକି ହିଁ ନୁହେଁ, ଏଥିପାଇଁ ତାଙ୍କୁ ୭ ବର୍ଷ ଜେଲ୍ ଦଣ୍ଡ ବି…