Browsing Tag

cold in odisha

ରାଜ୍ୟରେ ବିଭିନ୍ନ ସ୍ଥାନରେ ଆଜି ବଢ଼ିବ ବର୍ଷାର ପରିମାଣ, ଆଉ ୨ ଦିନ ଯାଏଁ ଲାଗି ରହିବ ଏମିତି ପାଗ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା । ଆଉ ୨ ଦିନ ଯାଏଁ ଲାଗି ରହିବ ବର୍ଷା । ୱେଷ୍ଟର୍ଣ୍ଣ ଡିଷ୍ଟବାର୍ନ୍ସ ସହ ଦକ୍ଷିଣ ପଶ୍ଚିମ ରାଜସ୍ଥାନରୁ ଉତ୍ତର ତେଲେଙ୍ଗାନା ଯାଏ ଏକ ଟ୍ରପ ଲାଇନ ରହିଛି । ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା…

ରାଜ୍ୟରେ ଘନ କୁହୁଡି ସହ ପ୍ରବଳ ଶୀତ, ଦାରିଙ୍ଗବାଡିରେ ତାପମାତ୍ରା ୭ ଡିଗ୍ରୀ ତଳେ

ଫୁଲବାଣୀ(କେନ୍ଯୁଜ୍): ରାଜ୍ୟରେ ବଢିଛି ଶୀତ । ୩ରୁ ୪ଦିନ ହେବ କନ୍ଧମାଳ ଜିଲ୍ଲାର ଫୁଲବାଣୀ, ଫିରିଙ୍ଗିଆ, ଚକାପାଦ, ଟିକାବାଲି, ଖଜୁରୀପଡା, ରାଇକିଆ ଓ ଦାରିଙ୍ଗିବାଡିରେ ଘନ କୁହୁଡି ସହ ପ୍ରବଳ ଶୀତ ଅନୁଭୁତ ହେଉଛି । ଫୁଲବାଣୀର ତାପମାତ୍ରା ୧୦ ଡିଗ୍ରୀ ରହୁଥିବା ବେଳେ ଦାରିଙ୍ଗବାଡିର…

ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ଶୀତ ଅନୁଭୂତ ହେବ ନାହିଁ: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର

ଭୁବନେଶ୍ୱର(କେନ୍ଯୁଜ୍) : ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଥିବା ସୁଦୃଶ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଅବପାତର ରୂପ ନେଇଛି ଏବଂ ଏହା ଏବେ ତାମିଲନାଡ଼ୁ ତଟବର୍ତ୍ତୀ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ରହିଛି। ଏହା ଧୀ‌ରେ ଧୀରେ…

ରାଜ୍ୟକୁ ପୁଣି ଲେଉଟିଲା ଶୀତ, ୧୨ଟି ସ୍ଥାନରେ ପାରଦ ୧୫ଡିଗ୍ରୀ ତଳେ

ଭୁବନେଶ୍ବର: ଖସୁଛି ପାରଦ, ବଢୁଛି ଶୀତ। ରାଜ୍ୟକୁ ପୁଣି ଲେଉଟିଛି ଶୀତ। ୧୨ଟି ସ୍ଥାନରେ ପାରଦ ୧୫ଡିଗ୍ରୀ ତଳେ ରେକର୍ଡ କରାଯାଇଛି। ତାପମାତ୍ରା ୩ରୁ ୪ ଡିଗ୍ରୀ ତଳକୁ ଖସିବ। ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଅଧିକ ଶୀତ ହେବ। ଉତ୍ତର ପଶ୍ଚିମ ଦିଗରୁ ଆସୁଥିବା ଥଣ୍ଡା ପବନ ପ୍ରଭାବରେ ଶୀତର…

ଜାଡରେ ଥରୁଛି ସାରା ରାଜ୍ୟ: ୧୦ ଡିଗ୍ରୀ ତଳେ ରହିଛି ୧୧ଟି ସ୍ଥାନର ତାପମାତ୍ରା, ସବୁଠୁ ଥଣ୍ଡା ସହର ଫୁଲବାଣୀ

ନୂଆପଡା : ଜାଡରେ ଥରୁଛି ସାରା ରାଜ୍ୟ । ପାରଦ ଖସିବା ସହ ଶୀତ ବଢିଛି । ୧୦ ଡିଗ୍ରୀ ତଳେ ରହିଛି ୧୧ଟି ସ୍ଥାନର ତାପମାତ୍ରା । ରାଜ୍ୟରେ ଫୁଲବାଣୀ ସବୁଠୁ ଅଧିକ ଥଣ୍ଡା ସହର ହୋଇଛି । ନୂଆପଡା ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ସେହିପରି ସୁନାବେଡା ଅଞ୍ଚଳରେ ପ୍ରବଳ ଥଣ୍ଡା ସାଙ୍ଗକୁ…

ସାରା ରାଜ୍ୟରେ ଶୀତର ଲହରୀ:୧୦ ଡିଗ୍ରୀ ତଳେ ରହିଛି ୪ ସହରର ତାପମାତ୍ରା, ସବୁଠୁ ଥଣ୍ଡା ସହର ସୋନପୁର

ଭୁବନେଶ୍ବର: ସାରା ରାଜ୍ୟରେ ଶୀତର ଲହରୀ । ଦିନକୁ ଦିନ ଖସୁଛି ପାରଦ ବଢୁଛି ଶୀତ। ରାଜ୍ୟରେ ଏବେ ପ୍ରବଳ ଶୀତ ଅନୁଭୂତ ହେଲାଣି। ସୂଚନା ଅନୁଯାୟୀ ବର୍ତ୍ତମାନ ୧୦ ଡିଗ୍ରୀ ତଳେ ରହିଛି ୪ ସହରର ତାପମାତ୍ରା। ୮.୮ ଡିଗ୍ରୀ ସହ ସୋନପୁର ସବୁଠୁ ଥଣ୍ଡା ସହରରେ ପରିଣତ ହୋଇଛି। ସେହିପରି…

ରାଜ୍ୟରେ ହ୍ରାସ ପାଇବାରେ ଲାଗିଛି ତାପମାତ୍ରା: ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ବିଭିନ୍ନ ଜିଲ୍ଲାରେ ଘଡଘଡି ସହ ହାଲୁକା…

ଭୁବନେଶ୍ବର: ଥଣ୍ଡା କମିବ, ତାପମାତ୍ରା ବଢିବ। ରାଜ୍ୟରେ କିଛି ଦିନ ଧରି ତାପମାତ୍ରା ହ୍ରାସ ପାଇବା ଫଳରେ ଶୀତ ଅନୁଭୂତ ହେଉଥିଲା। କିଛି ସ୍ଥାନରେ ତାପମାତ୍ରା ୧୦ଡିଗ୍ରୀ ତଳକୁ ଖସି ଆସିଥିଲା। ଏବେ ପୁଣି ତାପମାତ୍ରା ବଢିବାରେ ଲାଗିଛି। ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ମାଲକାନଗିରି, କୋରାପୁଟ,…

ଖସୁଛି ପାରଦ: ରାଜ୍ଯରେ ଆଗକୁ ଆହୁରି ବଢିବ ଶୀତ, ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୫.୨ ଡିଗ୍ରୀ ରେକର୍ଡ

ଭୁବନେଶ୍ବର: ଖସୁଛି ପାରଦ, ଆହୁରି ବଢିବ ଶୀତ। ଗତ ଦୁଇ ଦିନ ହେଲା ସର୍ବନିମ୍ନ ତାପମାତ୍ରା ପ୍ରାୟ ୨ ଡିଗ୍ରୀ ଖସିଆସିଛି। ଆଗକୁ ଆହୁରି ୩ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବ ସୂଚନା ଦିଆଯାଇଛି। ଯାହାଫଳରେ ସାରା ରାଜ୍ୟରେ ଶୀତ ଲହରୀ ଆରମ୍ଭ…