Browsing Tag

Cold Storages

ପୁରୀ: ସାତଶଙ୍ଖ ଉତ୍ତରାୟଣୀ ଶୀତଳଭଣ୍ଡାରରେ ବସ୍ତା ବସ୍ତା ଆଳୁ ନଷ୍ଟ, ଚାଷୀଙ୍କ ମଧ୍ୟରେ ବଢ଼ିବାରେ ଲାଗିଛି ଅସନ୍ତୋଷ

ପୁରୀ(କେନ୍ୟୁଜ୍): ଶୀତଳ ଭଣ୍ଡାରରେ ଆଳୁ ନଷ୍ଟ । ବସ୍ତା ବସ୍ତା ଆଳୁରୁ ଗଜା ବାହାରିବା ସହ ପଚିସଢ଼ି ନଷ୍ଟ ହେଲାଣି । ପୁରୀ ଜିଲ୍ଲା ପିପିଲି ନିକଟ ସାତଶଙ୍ଖ ଉତ୍ତରାୟଣୀ ଶୀତଳଭଣ୍ଡାରରେ ଆଳୁ ନଷ୍ଟକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ସାତଶଙ୍ଖ ଉତ୍ତରାୟଣୀ ଶୀତଳଭଣ୍ଡାରରେ ୨୦…