Browsing Tag

COLD STORM IN NORTH AMERICA

ଆମେରିକାରେ ରେକର୍ଡ଼ ଭାଙ୍ଗୁଛି ଶୀତ ଓ ବରଫପାତ, ମାଇନସ୍‌ ୬୦ରେ ପହଞ୍ଚିବ ତାପମାତ୍ରା

ମାଡିସନ୍‌ : ଶୀତ ଓ ବରଫପାତ ଭାଙ୍ଗିଲା ରେକର୍ଡ଼ । ଆମେରିକାର ଉତ୍ତର, ମଧ୍ୟ-ପଶ୍ଚିମ ଭାଗରେ ଭୟଙ୍କର ଥଣ୍ଡା ଅନୁଭୂତ ହେଉଛି । ଲୋକେ ପୂରା ନୟାନ୍ତ ହୋଇ ସାରିଲେଣି । ଏହି ଅଞ୍ଚଳରେ ଏବେ ତାପମାତ୍ରା ମାଇନସ୍‌ ୨୦ ରହିଛି । ଆଗାମୀ ଦୁଇ ଦିନ ମଧ୍ୟରେ ଏହା ମାଇନସ୍‌ ୫୦କୁ ଖସିବ ବୋଲି ପାଣିପାଗ…