Browsing Tag

cold update

ଶୀତ ପାଇଁ ୧୫ ଜିଲ୍ଲାକୁ ଓ୍ଵାର୍ଣ୍ଣିଂ, ଅତି ଆବଶ୍ୟକ ନଥିଲେ ରାତିରେ ଘରୁ ବାହାରନ୍ତୁ ନାହିଁ

ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟରେ ଶୀତ ଲହରୀକୁ ନେଇ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି। ୧୫ ଜିଲ୍ଲାକୁ ଓ୍ଵାର୍ଣ୍ଣିଂ ଦେଲେ ଏସଆରସି। ୧୦ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଓ୍ଵାର୍ଣ୍ଣିଂ। ରାତିରେ ଆବଶ୍ୟକ ନଥିଲେ ଘରୁ ବାହାରନ୍ତୁନାହିଁ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି…