Browsing Tag

cold wave

ସାରା ରାଜ୍ୟରେ ଶୀତ ଲହରୀ: ୮ ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ, ଦାରିଙ୍ଗବାଡିରେ ସର୍ବନିମ୍ନ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଆରମ୍ଭ ହୋଇଯାଇଛି ଶୀତ ଲହରୀ। ଖସିବାରେ ଲାଗିଛି ପାରଦ। ୮ ସହରରେ ୧୫ ଡିଗ୍ରୀ ତଳେ ରହିଛି ତାପମାତ୍ରା। ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ସେଲସିସ୍‌ ରେକର୍ଡ କରାଯାଇଛି। ସେହିଭଳି ପୁଲବାଣୀରେ ୧୧.୫, କୋରାପୁଟରେ ୧୨ ଓ କେନ୍ଦୁଝରରେ ୧୩…

ଆଉ ୩ ଦିନ ଜାରି ରହିବ ଶୀତ ଲହରି, ୧୬ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର(କେ ନ୍ୟୁଜ): ଜାରି ରହିଛି ଥଣ୍ଡା ଲହରୀ । ଆଉ ୩ ଦିନ ଶୀତ ଲହରି ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୪.୫ ଡିଗ୍ରୀ ରେକର୍ଡ କରାଯାଇଛି । ୯ ସହରର ତପାମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି। ୧୬ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ…

ଶୀତରେ ଥରୁଛି ଓଡିଶା, ଆସନ୍ତା ୩ ରୁ ୪ ଦିନ ଯାଏଁ ଅନୁଭୂତ ହେବ ଶୀତ ଲହରୀ

ଭୁବନେଶ୍ବର (କେନ୍ୟୁଜ୍) : ଉତ୍ତର ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଶୀତ ଲହରୀ । ଉତ୍ତର ଦିଗରୁ ଆସୁଥିବା ଥଣ୍ଡା ଓ ଶୁଷ୍କ ବାୟୁ ପ୍ରଭାବରେ ଆଗାମୀ ୩ରୁ ୪ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଶୀତ ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି । ୭ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ…

ଆଗାମୀ ୨ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଢିତ ଶୀତର ପ୍ରକୋପ, ସକାଳୁ ଲାଗିରହିବ ଘନ କୁହୁଡି

କେନ୍ୟୁଜ୍(ବ୍ୟୁରୋ):  ଆଗାମୀ ୨ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବର ସମ୍ଭାବନା ରହିଛି। ସକାଳୁ ଘନ କୁହୁଡି ଲାଗିରହିବାର ପଳର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହାକୁ ଦୃଷ୍ଟିରେ ରଖି ଆଗାମୀ ୨୪ ଘଣ୍ଟା ପାଇଁ ମୟୂରଭଞ୍ଜ,…

ରାଜ୍ୟରେ ପୁଣି ଶୀତର ଲେଉଟାଣି, କାଲୁଆ ପବନ ଲୋକଙ୍କୁ କରୁଛି ଅସ୍ତବ୍ୟସ୍ତ

କେନ୍ୟୁଜ୍(ବ୍ୟୁରୋ):  କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟରେ ଶୀତର ଲେଉଟାଣି । ବିଶେଷକରି କାଲୁଆ ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି । କିଛି ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଘନ କୁହୁଡି ଦେଖାଯାଇଛି। ଗତ ୨୪ ଘଣ୍ଟାରେ ୯ଟି…

ଡିସେମ୍ବର ୩୧ ପରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ଖସିବା ସମ୍ଭାବନା, ଆଗାମୀ ୫ଦିନ ଯାଏ…

କେନ୍ୟୁଜ୍(ବ୍ୟୁରୋ):  ନୂଆବର୍ଷରେ ଆହୁରି ଥରାଇବ ଶୀତ। ଆଗାମୀ ୫ଦିନ ଯାଏ ହାଡ଼ଥରା ଜାଡ଼ରୁ ନିସ୍ତାର ନାହିଁ। ଡିସେମ୍ବର ୩୧ ପରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ଖସିବା ସମ୍ଭାବନା ରହିଛି । ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ…

ମାଡି ଆସୁଛି ଶୀତ ଲହରୀ, ଯେତେ ସମ୍ଭବ ଘର ଭିତରେ ରହିବାକୁ ପରାମର୍ଶ ଦେଲା ଭାରତୀୟ ପାଣିପାଗ ବିଭାଗ

କେନ୍ୟୁଜ୍(ବ୍ୟୁରୋ):  ଶୀତରେ ଥରୁଛି ଉତ୍ତର ଭାରତ । ଆଗକୁ ଆହୁରି ଥଣ୍ଡା ବଢ଼ିବ । ଏବେ ସାଧାରଣ ତାପମାତ୍ରା ଠାରୁ ପ୍ରାୟ ସାଢ଼େ ୪ଡିଗ୍ରୀ ତଳେ ରହୁଛି ପାାରଦ । ଆଗକୁ ଆହୁରି ତଳକୁ ଖସିବ । ସାଧାରଣ ତାପମାତ୍ରା ଠାରୁ ପାଖାପାଖି ୭ ଡିଗ୍ରୀ ସେଲସିୟସ୍‌ କମ୍‌ ରହିବ । ୨୮ ତାରିଖରୁ ଉତ୍ତର ଭାରତକୁ…

ଫୁଲବାଣି ଓ ଦାରିଙ୍ଗବାଡିରେ ୬ ଡିଗ୍ରୀ ତଳେ ପାରଦ: ପ୍ରବଳ ଶୀତ ସାଙ୍ଗକୁ କୁହୁଡି ମାଡି ଆସୁଥିବାରୁ ବନ୍ଦ ରହୁଛି…

ଭୁବନେଶ୍ବର: ପ୍ରବଳ ଥଣ୍ଡାରେ ଥରୁଛି ରାଜ୍ୟ । ଜାଡର ମାଡରେ ସମସ୍ତେ ଅସ୍ତବ୍ୟସ୍ତ । କନ୍ଧମାଳ ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତ ହେଉଛି । ୬ ଡିଗ୍ରୀ ତଳେ ରହୁଛି ପାରଦ । ସନ୍ଧ୍ୟା ୭ଟା ବେଳକୁ ପ୍ରବଳ ଶୀତ ସାଙ୍ଗକୁ କୁହୁଡି ମାଡି ଆସୁଛି । ଫଳରେ ରାସ୍ତାଘାଟ, ଦୋକାନ ବଜାର ବନ୍ଦ ରହୁଛି ।…

ଆସନ୍ତାକାଲି ଠାରୁ ୩୧ ତାରିଖ ଯାଏ ଥରିବ ରାଜ୍ୟ

ଭୁବନେଶ୍ୱର (କେନ୍ୟୁଜ୍‌) : ଆହୁରି ଥରାଇବ ଶୀତ। ଆଗାମୀ ସପ୍ତାହେ ଯାଏ ଶୀତରୁ ନାହିଁ ନିସ୍ତାର। ଅସହ୍ୟ ଶୀତ ନେଇ ଚେତାବନୀ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ। ଗତ ୨୪ ଘଣ୍ଟାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା କନ୍ଧମାଳ ଜିଲ୍ଲାର ଫୁଲବାଣୀ ଠାରେ ୪.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। କେବଳ…

ସାରା ରାଜ୍ୟରେ ଶୀତର ଲହରୀ ଜାରି: ସର୍ବନିମ୍ନ ୪ ଡିଗ୍ରୀ ସେଲସିୟମ ସହ ସବୁଠୁ ଥଣ୍ଡା ସହର ପାଲଟିଛି ଫୁଲବାଣୀ

ଭୁବନେଶ୍ବର: ହାଡ଼ଭଙ୍ଗା ଜାଡ଼ରେ ଥରୁଛି ଓଡ଼ିଶା । ପୂରା ରାଜ୍ୟରେ ଶୀତର ଲହରୀ । ଅନେକ ସ୍ଥାନରେ ୧୦ ଡିଗ୍ରୀ ତଳେ ତାପମାତ୍ରା । ସର୍ବନିମ୍ନ ୪ ଡିଗ୍ରୀ ସେଲସିୟମ ସହ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି ଫୁଲବାଣୀ । ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ତୁଷାରପାତ ହେଉଛି। ଏପଟେ ରାଜ୍ୟର ୫…

ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ଶୀତ ଓ କୁହୁଡ଼ି, ଜାତୀୟ ରାଜପଥ ୪୯ରେ ଦିଶିଲା ନାହିଁ ରାସ୍ତା, ଗାଡ଼ି ଚଳାଚଳ ବନ୍ଦ

ମୟୁରଭଞ୍ଜ: କମୁଛି ପାରଦ ବଢୁଛି ଶୀତ । ମୟୁରଭଞ୍ଜ ଜିଲ୍ଲାରେ କୁହୁଡି ସହିତ ଜାରି ରହିଛି ଶୀତର ଲହରୀ। ସନ୍ଧ୍ୟା ଅପେକ୍ଷା ସକାଳୁ ବେସି ଥଣ୍ଡା ଅନୁଭବ ହେଉଛି । ଆଜି ଜାତୀୟ ରାଜପଥ ୪୯ ରେ କୁହୁଡି ଯୋଗୁଁ ଯିବା ଆସିବା ଗୋଟିଏ ପ୍ରକାର ଠପ ହେଇଯାଇଥିଲା । ସକାଳ ୮ ପର୍ଯ୍ୟନ୍ତ ବିଭିନ୍ନ…

ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଶୀତର ଲହରୀ, ଆସନ୍ତା ୩ ଦିନ ଯାଏଁ ଜାଡ଼ରେ ଥରିବ ଓଡ଼ିଶା

କେନ୍ୟୁଜ୍(ବ୍ୟୁରୋ):  ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଶୀତର ଲହରି । ୧୧ ଡିଗ୍ରୀ ତଳେ ୧୧ ସହରର ତାପମାତ୍ରା । ୫ ଦଶମିକ ୫ ଡିଗ୍ରୀ ସେଲସିୟସ୍‌ ସହ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି ଫୁଲବାଣୀ । ସେହିଭଳି ଝାରସୁଗୁଡ଼ାରେ ୭.୬, ବାରିପଦାରେ ୮.୫, ଅନୁଗୁଳ ଓ କୋରାପୁଟରେ ୮.୬, ଦାରିଂବାଡ଼ିରେ ୯,…