ପୁଣି ଫେରିଲା ଶୀତ , ଦାରିଙ୍ଗୀବାଡ଼ିରେ ସର୍ବନିମ୍ନ ତାପମାତ୍ରା ୪ଡିଗ୍ରୀକୁ ଖସିଲା
ଭୁବନେଶ୍ବର(କେନ୍ୟୁଜ୍) : ପୁଣି ଫେରିଲା ଶୀତ। ଗତକାଲି ଠାରୁ ରାଜ୍ୟର ଅନେକ ସ୍ଥାନରେ ଥଣ୍ଡା ପବନ ବହିବା ସହ ତାପମାତ୍ରା ହ୍ରାସ ପାଇ ଶୀତ ବୃଦ୍ଧି ପାଇଛି। କନ୍ଧମାଳର ଦାରିଙ୍ଗୀବାଡ଼ିରେ ସର୍ବନିମ୍ନ ତାପମାତ୍ରା ୪ଡିଗ୍ରୀକୁ ଖସିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଗତ…