Browsing Tag

cold wave in odisha

ରାଜ୍ୟକୁ ଆସିବ ଶୀତ, ୨୪ ପରେ କମିବ ତାପମାତ୍ରା

ଭୁବନେଶ୍ୱର : ରାଜ୍ୟକୁ ଆସିବ ଶୀତ,୨୪ ପରେ ଥରାଇବ । ରାଜ୍ୟରେ ଏବେ ଶୀତ ଭଲ ଭାବରେ ଅନୁଭୂତ ହୋଇନାହିଁ । ତେବେ ଚଳିତ ୨୪ ତାରିଖ ପରେ ରାଜ୍ୟରେ ଶୀତ ଅନୁଭବ ହେବ । ତାପମାତ୍ରା ସ୍ୱାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ସେଲସିୟସ କମିବ । ଏମିତି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବର୍ତ୍ତମାନ…

ଫୁଲବାଣି ଓ ଦାରିଙ୍ଗବାଡିରେ ୬ ଡିଗ୍ରୀ ତଳେ ପାରଦ: ପ୍ରବଳ ଶୀତ ସାଙ୍ଗକୁ କୁହୁଡି ମାଡି ଆସୁଥିବାରୁ ବନ୍ଦ ରହୁଛି…

ଭୁବନେଶ୍ବର: ପ୍ରବଳ ଥଣ୍ଡାରେ ଥରୁଛି ରାଜ୍ୟ । ଜାଡର ମାଡରେ ସମସ୍ତେ ଅସ୍ତବ୍ୟସ୍ତ । କନ୍ଧମାଳ ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତ ହେଉଛି । ୬ ଡିଗ୍ରୀ ତଳେ ରହୁଛି ପାରଦ । ସନ୍ଧ୍ୟା ୭ଟା ବେଳକୁ ପ୍ରବଳ ଶୀତ ସାଙ୍ଗକୁ କୁହୁଡି ମାଡି ଆସୁଛି । ଫଳରେ ରାସ୍ତାଘାଟ, ଦୋକାନ ବଜାର ବନ୍ଦ ରହୁଛି ।…

ରାଜ୍ୟରେ ବଢିଲା ଶୀତ, ୫ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ତଳେ

ଭୁବନେଶ୍ବର:ରାଜ୍ୟରେ ବଢିଲା ଶୀତ । ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ଅଧିକ ହ୍ରାସ ପାଉଛି । ଗତକାଲି ରାଜ୍ୟର ୫ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ସେଲସିୟସ୍‌ ତଳେ ରହିଥିଲା । ସୋନପୁରରେ ତାପମାତ୍ରା ସବୁଠୁ କମ୍‌ ୯.୬ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିଲା ।…