ଆହୁରି ଦୁଇ ଦିନ ଶୀତ କଷ୍ଟ, ଜାନୁଆରୀ ୨ରୁ କମି ପାରେ ପ୍ରକୋପ
ଭୁବନେଶ୍ୱର (କେ ନ୍ୟୁଜ୍) : ଜାଡ଼ରେ ହାତ ଗୋଡ଼ ଅକାଲୁଆ ହୋଇଯାଉଛି । ବାହାରେ କଣ ଘରେ ବି ବିନା ଶୀତବସ୍ତ୍ରରେ ରହି ହେଉନାହିଁ । ପାଣିରେ ହାତ ମାରି ହେଉନି । ଇଏ ହେଉଛି ଚଳିତ ବର୍ଷ ସାରା ରାଜ୍ୟରେ ଥଣ୍ଡାର ସ୍ଥିତି ।
ତେବେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼,…