Browsing Tag

COLD WAVE UPDATE

ନୂଆ ବର୍ଷ ପାଳନକୁ ପ୍ରଭାବିତ କରି ପାରେ ଶୀତ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଉତ୍ତରରୁ ପୂର୍ବ ଭାରତ ଯାଏ ସାରା ଦେଶ ଏବେ ଥରୁଛି ଜାଡ଼ରେ । ପ୍ରବଳ ଥଣ୍ଡା ସାଙ୍ଗକୁ ଅନେକ ରାଜ୍ୟରେ ଶୀତ ଲହରୀ ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି । ବିଶେଷ କରି ଉତ୍ତର ଭାରତର ବିଭିନ୍ନ ଇଲାକାରେ ପ୍ରବଳ ବରଫପାତ ହେଉଛି । ଆଗାମୀ କିଛି ଦିନ ଯାଏ ଏହି ସ୍ଥିତି…