Browsing Tag

cold wave winter

ଅସହ୍ୟ ଶୀତରେ ଥରୁଛି ରାଜ୍ୟ: ସବୁଠାରୁ ଥଣ୍ଡା ସହର ଫୁଲବାଣୀ, ୮ଡିଗ୍ରୀ ତଳେ ରହିଛି ୬ଟି ସହରର ପାରଦ

ଭୁବନେଶ୍ବର(କେନ୍ଯୁଜ୍): ଅସହ୍ୟ ଶୀତରେ ଥରୁଛି ରାଜ୍ୟ। ରାଜ୍ୟର ସବୁଠାରୁ ଥଣ୍ଡା ସହର ପାଲଟିଛି ଫୁଲବାଣୀ। ୫ଡିଗ୍ରୀ ତାପମାତ୍ରା ସହ ହୋଇଛି ତୁଷାରପାତ। ୮ଡିଗ୍ରୀ ତଳେ ରହିଛି ୬ଟି ସହରର ପାରଦ। ରାତିରେ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ହୋଇଛି। ପାଖାପାଖି ୧୨ଟି ସ୍ଥାନର ତାପମାତ୍ରା ୧୦…

ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ କୁହୁଡି: ଦିନକୁ ଦିନ ଏଠାରେ ଖସୁଛି ପାରଦ, ବଢୁଛି ଶୀତ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ଖସୁଛି ପାରଦ, ବଢୁଛି ଶୀତ । ବେଶ୍ କିଛି ଦିନ ହେଲା ଥଣ୍ଡାର ଲହରୀ ବଢି ଯାଇଛି । ସକାଳୁ ସକାଳୁ ଘରୁ ବାହାରିବା କଷ୍ଟ କର ହୋଇପଡିଛି । କୁହୁଡି ପ୍ରବଳ ଯୋଗୁଁ ଜାତୀୟ ରାଜପଥ ୪୯ ରେ ଗାଡି ଚଲେଇବା କଷ୍ଟକର ହୋଇପଡିଛି ।  ଏମିତି କି, ୨୫ ରୁ…

ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଭୂତ ହେଲାଣି ଶୀତ, ସୋନପୁରରେ ସର୍ବନିମ୍ନ ତାପମାତ୍ରା ୧୨.୮ ଡିଗ୍ରୀ ରେକର୍ଡ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଥଣ୍ଡା ଅନୁଭୂତ ହେଲାଣି । ଆସନ୍ତା ୨ରୁ ୩ ଦିନ ମଧ୍ୟରେ କିଛି ସ୍ଥାନରେ ପାରଦ କମିବ ।ଗତକାଲି ସୋନପୁରରେ ସର୍ବନିମ୍ନ ତାପମାତ୍ରା ୧୨ ଦଶମିକ ୮ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଅନୁଗୁଳରେ ୧୩.୮, ଦାରିଙ୍ଗବାଡିରେ ଏବଂ ଫୁଲବାଣୀରେ ୧୪ ଡିଗ୍ରୀ…

ରାଜ୍ୟକୁ ପୁଣି ଲେଉଟିଲା ଜାଡ଼, ୧୦ ଡିଗ୍ରୀ ତଳେ ରହିଛି ୮ଟି ସହରର ତାପମାତ୍ରା

ରାଜ୍ୟକୁ ପୁଣି ଲେଉଟିଲା ଜାଡ଼ । କୋହଲା ପାଗ ହଟିବା ପରେ ପ୍ରବଳ ଶୀତ ଅନୁଭୂତ ହେଉଛି । ୮ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ସୋନପୁରରେ ଗତକାଲି ସର୍ବନିମ୍ନ ତାପମାତ୍ରା ୬. ୮ ଡିଗ୍ରୀ ରେକର୍ଡ କରାଯାଇଛି। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ପ୍ରବଳ ଥଣ୍ଡା ଲାଗି ରହିବ । କିଛି ସ୍ଥାନରେ…