Browsing Tag

cold wave

ରାଜ୍ୟରେ ବଢୁଛି ଶୀତର ପ୍ରକୋପ, ସବୁଠୁ ଥଣ୍ଡା ସହର ସୋନପୁର

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ବଢୁଛି ଶୀତର ପ୍ରକୋପ। ୧୪ଡିଗ୍ରୀ ତଳେ ୧୪ସହର। ସବୁଠୁ ଥଣ୍ଡା ସହର ସୋନପୁରରେ ପାରଦ ୮ଡିଗ୍ରୀ ରେକର୍ଡ କରାଯାଇଛି। ଫୁଲବାଣୀରେ ୯ ଡିଗ୍ରୀ ଓ ଦାରିଙ୍ଗବାଡିରେ ୯.୫, ଭବାନୀପାଟଣା ୧୦.୫ ଓ ଅନୁଗୁଳରେ ୧୦.୬ ଡିଗ୍ରୀ ରେକର୍ଡ କରାଯାଇଛି। ୧୦ ଡିଗ୍ରୀ ତଳେ ରହିଛି ୫…

ଖସୁଛି ପାରଦ ବଢୁଛି ଶୀତ, ରାଜ୍ୟରେ ଜାରି ରହିଛି ଶୀତର ଲହରୀ

ଅନୁଗୁଳ(କେନ୍ୟୁଜ୍‌): ଖସୁଛି ପାରଦ, ବଢୁଛି ଶୀତ। ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଏବେ ଧୀରେ ଧୀରେ ଶୀତ ଅନୁଭୂତ ହେଉଛି । ଅନୁଗୁଳରେ ମଧ୍ୟ ବେସ୍‌ ଶୀତ ଅନୁଭୂତ ହେଲାଣି। ରିପୋର୍ଟ ମୁତାବକ ଗତକାଲି ଅନୁଗୁଳରେ ୧୧ ଡିଗ୍ରୀ ତାପମାତ୍ରା ଥିବା ବେଳେ ଆଜି ୧୦ ରୁ ୧୧ ଡିଗ୍ରୀ ଥିବା ଜଣାପଡିଛି।…

ରାଜ୍ୟରେ ବଢିଲା ଶୀତ, ୫ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ତଳେ

ଭୁବନେଶ୍ବର:ରାଜ୍ୟରେ ବଢିଲା ଶୀତ । ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ଅଧିକ ହ୍ରାସ ପାଉଛି । ଗତକାଲି ରାଜ୍ୟର ୫ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ସେଲସିୟସ୍‌ ତଳେ ରହିଥିଲା । ସୋନପୁରରେ ତାପମାତ୍ରା ସବୁଠୁ କମ୍‌ ୯.୬ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିଲା ।…

ପ୍ରବଳ ଜାଡରେ ପୁଣି ଥରୁଛି ସାରା ଓଡ଼ିଶା, ୧୦ଡିଗ୍ରୀ ତଳେ ୫ଟି ସହର

ପ୍ରବଳ ଜାଡରେ ପୁଣି ଥରୁଛି ସାରା ଓଡ଼ିଶା। ୧୦ଡିଗ୍ରୀ ତଳେ ୫ଟି ସହର ରହିଛି । ସାରା ରାଜ୍ୟରେ ଥଣ୍ଡା ବଢିଚାଲିଥିବାବେଳେ ଆଜିଠୁ ବର୍ଷା ହେବାର ସମ୍ଭାବନା ରହିଛି । କେନ୍ଦୁଝର ଜିଲ୍ଲାରେ ବି ପ୍ରବଳ ଶୀତ ଲହରୀ । ଥଣ୍ଡାରୁ ମୁକ୍ତି ପାଇବା ପାଇଁ କିଏ ଏକ୍ସରସାଇଜ୍‌ କରୁଛି ତ ଆଉ କିଏ ନିଆଁ…

ଶୀତରେ ଥରୁଛି ସାରା ଓଡ଼ିଶା, ୧୩ଟି ଜିଲ୍ଲା ପାଇଁ ଜାରି ହୋଇଛି ୟେଲୋ ଓ୍ଵାର୍ଣ୍ଣିିଂ

ଭୁବନେଶ୍ବର : ଜାଡରେ ଥରୁଛି ସାରା ରାଜ୍ୟ । ଜାରି ରହିଛି ଶୀତ ଲହରୀ । ରାତି ହେଲେ ଶୀତ ଅଧିକ ବଢିଯାଉଛି । ଅଧିକାଂଶ ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ରହିଛି । କିଛି ସ୍ଥାନରେ ତୁଷାରପାତ ହେଉଥିବା ଦେଖିବାକୁ ମିଳିଛି । ଫଳରେ ଲୋକେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ପାଣିପାଗ ବିଭାଗର…