Browsing Tag

cold weather

ଆସନ୍ତାକାଲିଠାରୁ ୨୪ ତାରିଖ ଯାଏ ବର୍ଷା, ୨୩ ତାରିଖରେ ବର୍ଷାର ପରିମାଣ ବଢ଼ିପାରେ

କେନ୍ୟୁଜ୍(ବ୍ୟୁରୋ): ପୁଣି କାଲିଠୁ ୪ ଦିନ ବର୍ଷା । ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା । ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍‌ସ ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ଆସନ୍ତାକାଲିଠାରୁ ୨୪ ତାରିଖ ଯାଏ ବର୍ଷା ସମ୍ଭାବନା ରହିଛି । ଏହି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ…

୧୦ରୁ ବର୍ଷା ! ତିନି ଦିନରେ କମିବ ଶୀତ, ବଢ଼ିବ ପାରଦ

ପୁଣି ଭିଜିବ ଓଡ଼ିଶା। ପଶ୍ଚିମା ଝଡ଼ ଯୋଗୁଁ ଆଫଗାନିସ୍ତାନ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆଜି ଏକ ଘୂର୍ଣ୍ଣିବଳୟ ଦକ୍ଷିଣ ପଶ୍ଚିମ ରାଜସ୍ଥାନ ତଥା ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେବା ସମ୍ଭାବନା ରହିଛି। ଫଳରେ ପୁଣି ଓଡ଼ିଶା ଭିଜିବା…

ଖସୁଛି ପାରଦ, ବଢୁଛି ଶୀତ: ଆସନ୍ତା ୨ ଦିନ ଧରି ଏହି ୪ ଜିଲ୍ଲାକୁ କୋଲ୍ଡ ୱେଭ୍‌ ସ୍ଥିତି ଜାରି

ଭୁବନେଶ୍ବର(କେନ୍ଯୁଜ୍): ଖସୁଛି ପାରଦ, ବଢୁଛି ଶୀତ। ଆସନ୍ତା ୨ ଦିନ ଧରି ୪ ଜିଲ୍ଲାରେ ପ୍ରବଳ ଶୀତ ସମ୍ଭାବନା ରହିଛି। ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼ ଓ ବଲାଙ୍ଗିରରେ ଶୀତ ଲହରୀ ସତର୍କତା ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ୪ ଜିଲ୍ଲାକୁ ଶୀତ ଜନିତ କୋଲ୍ଡ…

ଆଜିଠୁ ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭାବନା: ୧୧ ଜିଲ୍ଲାରେ ଘନ କୁହୁଡି, ଆସନ୍ତା ୪ରୁ ୫ ଦିନ ଯାଏଁ କମିବ ଶୀତ

ଭୁବନେଶ୍ବର(କେନ୍ଯୁଜ୍): ଆଜିଠୁ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ । ଆଜିଠୁ ତିନି ଦିନ ଯାଏ ବର୍ଷା ସମ୍ଭାବନା ରହିଛି । ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା । ୧୧ ଜିଲ୍ଲାରେ ଘନ କୁହୁଡି ହେବ । ଆସନ୍ତା ୪ରୁ ୫ ଦିନ ଯାଏଁ କମିବ ଶୀତ । ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହିବ…

ଶୀତରେ ଥରୁଛି ଓଡିଶା, ଆସନ୍ତା ୩ ରୁ ୪ ଦିନ ଯାଏଁ ଅନୁଭୂତ ହେବ ଶୀତ ଲହରୀ

ଭୁବନେଶ୍ବର (କେନ୍ୟୁଜ୍) : ଉତ୍ତର ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଶୀତ ଲହରୀ । ଉତ୍ତର ଦିଗରୁ ଆସୁଥିବା ଥଣ୍ଡା ଓ ଶୁଷ୍କ ବାୟୁ ପ୍ରଭାବରେ ଆଗାମୀ ୩ରୁ ୪ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଶୀତ ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି । ୭ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ…

ନୂଆବର୍ଷରେ ହାଡ଼ ଥରାଇବ ଜାଡ଼: ଆଜିଠୁ ଆହୁରି ତଳକୁ ଖସିବ ପାରଦ

ଭୁବନେଶ୍ବର: ନୂଆବର୍ଷରେ ହାଡ଼ ଥରାଇବ ଜାଡ଼ । ଆଜିଠୁ ଆହୁରି ତଳକୁ ଖସିବ ପାରଦ । ଆଭ୍ୟନ୍ତରୀଣ ଓଡ଼ିଶାରେ ୩ ରୁ ୪ ଡିଗ୍ରୀ ସେଲିସିୟସ ତାପମାତ୍ରା ହ୍ରାସ ପାଇବ । ଉପକୂଳ ଓଡ଼ିଶାରେ ୨ରୁ ୩ ଡିଗ୍ରୀ ଖସିବ ପାରଦ । ଡିସେମ୍ବର ୩୧, ଜୁନୁଆରୀ ୧ ଓ ଜାନୁଆରୀ ୨ ତାରିଖ ପାଇଁ କିଛି ଜିଲ୍ଲାକୁ ୟେଲୋ…