Browsing Tag

cold wind

ଥଣ୍ଡାରେ ଥରୁଛି ସାରା ଓଡ଼ିଶା, ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଶୀତ ଲହରି, ୧୩ଟି ଜିଲ୍ଲା ପାଇଁ ୟେଲୋ…

କେନ୍ୟୁଜ୍(ବ୍ୟୁରୋ): ଖସୁଛି ପାରଦ । ଜାଡ଼ରେ ଥରୁଛି ଓଡ଼ିଶା । ଦିନରେ କୁହୁଡ଼ି, ରାତିରେ ଥଣ୍ଡା । ଉପକୂଳରୁ ଦକ୍ଷିଣ, ଆଭ୍ୟନ୍ତରୀଣ ସବୁଠି ଶୀତ ତାଣ୍ଡବ । ସକାଳ ୧୦ଟା ପର୍ଯ୍ୟନ୍ତ ହାତ ଗୋଡ଼ କାଲୁଆ ହେଇ ଯାଉଛି । ରାତି ୮ଟାରୁ ଶୂନଶାନ ଗାଁଗଣ୍ଡା ସହର ବଜାର ରାସ୍ତାଘାଟ । ରାଜ୍ୟରେ ସବୁଠୁ ଶୀତଳ…