ଏଣିକି କ୍ଲାସ୍ ନକରି ଅନୁପସ୍ଥିତ ରହିଲେ ପଡିବ ମହଙ୍ଗା, କଲେଜ ବାହାରେ ଖଟି କରୁଥିବା ପିଲାମାନେ ଦେଇ ପାରିବେନି…
ଭୁବନେଶ୍ବର(କେନ୍ୟୁଜ୍): ଏଣିକି କ୍ଲାସ୍ ନକରି ଅନୁପସ୍ଥିତ ରହିଲେ ମହଙ୍ଗା ପଡିବ । କଲେଜ ବାହାରେ ଖଟି କରୁଥିବା ପିଲାଏ ଦେଇ ପାରିବେନି ପରୀକ୍ଷା । କଲେଜରେ ୭୫ ପ୍ରତିଶତ ଉପସ୍ଥାନ ନଥିଲେ ଦେଇପାରିବେନି ପରୀକ୍ଷା । କଲେଜରେ ୭୫ ପ୍ରତିଶତ ଉପସ୍ଥାନ ଥିବା ଛାତ୍ରଛାତ୍ରୀ ହିଁ ପରୀକ୍ଷା ଦେବାକୁ…