ମହାରାଷ୍ଟ୍ର ଥାନେରେ ଅଘଟଣ: କୋଠାରୁ ସ୍ଲାବ୍ ଭୁଶୁଡ଼ି ୭ମୃତ
ଥାନେ: ମହାରାଷ୍ଟ୍ରର ଥାନେରେ ଅଘଟଣ । ଏକ କୋଠାରୁ ସ୍ଲାବ୍ ଭୁଶୁଡ଼ି ପଡିବାକୁ ୭ଜଣଙ୍କ ମୃତ୍ୟୁ ହୋଇଛି। ଶୁକ୍ରବାର ଥାନେ ଜିଲ୍ଲାର ଉଲ୍ଲାସନଗରରେ ଏହି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି। ରାତି ପାଖାପାଖି ୯ଟା ସମୟରେ ହଠାତ୍ କେଠାଟିର ସ୍ଲାବ୍ ଭୁଶୁଡିବାକୁ ଲାଗିଥିଲା। ପ୍ରାଣ ବିକଳରେ…