Browsing Tag

collector

IASସ୍ତରରେ ଛୋଟ ଅଦଳବଦଳ:ବଦଳିଲେ ସମ୍ବଲପୁର ଜିଲ୍ଲାପାଳ ଶୁଭମ୍‌ ସାକ୍ସେନା

ବଦଳିଲେ ସମ୍ବଲପୁର ଜିଲ୍ଲାପାଳ ଶୁଭମ୍‌ ସାକ୍ସେନା । ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ହେଲେ ସମ୍ବଲପୁର ଜିଲ୍ଲାପାଳ । ଶୁଭମ୍‌ ସାକ୍ସେନାଙ୍କୁ କୃଷି ଓ କୃଷକ ସଶକ୍ତିକରଣ ଯୁଗ୍ମ ସଚିବ ଭାବରେ ବଦଳି କରାଯାଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଜିଲ୍ଲାପାଳ ଶୁଭଙ୍କର…

କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶବ ରଖି ଧାରଣା

କେନ୍ଦୁଝର(କେନ୍ୟୁଜ୍):କେନ୍ଦୁଝର DRDAରେ କିରାଣୀ ଥିବା ରଘୁନାଥ ନାଏକଙ୍କର ଅସ୍ଵାଭାବିକ ମୃତ୍ୟୁକୁ ନେଇ ତଦନ୍ତ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶବ ରଖି ଘୁଟୁର୍ ଗ୍ରାମବାସୀଙ୍କ ଧାରଣା।  ଗତ ୭ ତାରିଖ ଦିନ ସେ ଅଫସକୁ ଆସି ଆଉ ଘରକୁ ଫେରି ନ ଥିଲେ।  ତାଙ୍କୁ କେନ୍ଦୁଝର…

ଗଞ୍ଜାମ: ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନ୍‌ ପାଳନ କରି ମଣ୍ଡପରେ ପୂଜା କରିବା ପାଇଁ ଅନୁମତି ଦେଲେ ଜିଲ୍ଲାପାଳ

ଗଞ୍ଜାମ(କେନ୍ୟୁଜ୍‌): ଗଞ୍ଜାମରେ ପୂଜା ପାଇଁ ଗାଇଡ୍‌ଲାଇନ୍‌ । ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନ୍‌ ପାଳନ କରି ମଣ୍ଡପରେ ପୂଜା କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଅନୁମତି ଦେଇଛନ୍ତି । କରୋନାକୁ ଦୃଷ୍ଟିରେ ରଖି ଘରେ ହିଁ ପୂଜା କରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଥିଲେ । ତେବେ ପୂଜା କମିଟିର…

କଟକରେ ବିଭିନ୍ନ କ୍ୱାରେଣ୍ଟାଇନ ସେଣ୍ଟର ବୁଲି ଦେଖିଲେ ଜିଲ୍ଲାପାଳ, ପଚାରି ବୁଝିଲେ ପ୍ରବାସୀ ଓଡ଼ିଆଙ୍କ ଭଲମନ୍ଦ

କଟକ: ପ୍ରବାସୀ ଓଡ଼ିଆଙ୍କ ଘର ଫେରନ୍ତା ନେଇ ବିଭିନ୍ନ ପଞ୍ଚାୟତରେ ନିର୍ମାଣ ହୋଇଛି କ୍ୱାରେଣ୍ଟାଇନ ସେଣ୍ଟର। କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିର୍ମାଣ ହୋଇଥିବା କ୍ୱାରେଣ୍ଟାଇନ ସେଣ୍ଟରକୁ ବୁଲି ଦେଖିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ। କଟକ ସଦର, ବାରଙ୍ଗ, କଣ୍ଟାପଡ଼ା ଓ ନିଆଳି ବ୍ଲକର…

ପରିବେଶ ସଚେତନତା ପାଇଁ ଜିଲ୍ଲାପାଳଙ୍କ ତାଗିଦ, ବ୍ରହ୍ମପୁର ସହରରେ ଚା’ ଦୋକାନୀଙ୍କୁ ରାସ୍ତା କଡ଼ ସଫା ରଖିବାକୁ…

ବ୍ରହ୍ମପୁର: ପରିବେଶ ସଚେତନତା ପାଇଁ ଜିଲ୍ଲାପାଳଙ୍କ ତାଗିଦ। ବ୍ରହ୍ମପୁର ସହରରେ ଚା' ଦୋକାନୀଙ୍କୁ ରାସ୍ତା କଡ଼ ସଫା ରଖିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ। ଆଜି ସକାଳୁ ସକାଳୁ ପ୍ରାତଃ ଭ୍ରମଣରେ ସହରରେ ଜିଲ୍ଲାପାଳ ବାହାରିଥିବା ବେଳେ ଆସିକା ରୋଡର ଏକ ଚା' ଦୋକାନରେ…

ଯାଜପୁର: ଜିଲ୍ଲାପାଳଙ୍କ ଅଭିନବ ପଦକ୍ଷେପ, ବାଳାଶ୍ରମ ଅନ୍ତେବାସୀଙ୍କ ପାଳନ କଲେ ଜନ୍ମଦିନ

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ଉତ୍କଳ ବାଳାଶ୍ରମ ପରିସରରେ ଦୁଇ ଅନ୍ତେବାସୀ ସନାତନ ଓ ଅସାଳୁ ଙ୍କ ଜନ୍ମ ଦିନ ପାଳନ କରିଛି ଜିଲ୍ଲା ପ୍ରଶାସନ। ଜିଲ୍ଲା ପାଳ ରଂଜନ କୁମାର ଦାସଙ୍କ ନିଷ୍ପତି କ୍ରମେ ଦୁଇଟି ଶିଶୁ ଙ୍କ ଜନ୍ମ ଦିନ ସରସ ସୁନ୍ଦର ଭାବେ ପାଳନ କରାଯାଇଥିଲା। ଆଇ ବି ବି ଆଇ ଏହି…

ଗଞ୍ଜାମ: ସଚେତନତା ପାଇଁ ଜିଲ୍ଲାପାଳଙ୍କ ବଡ ଘୋଷଣା, ଭୂତପ୍ରେତର ସନ୍ଧାନ ଦେଲେ ମିଳିବ ୫୦,୦୦୦ ଟଙ୍କା ପୁରସ୍କାର

ଗଞ୍ଜାମ(କେନ୍ୟୁଜ୍): ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ ଭୂତ , ପ୍ରେତ, ଗୁଣିଗାରେଡ଼ି ଓ ଅନ୍ଧବିଶ୍ୱାସକୁ ନେଇ ଜନ ସାଧାରଣଙ୍କ ମନରେ ଅନେକ ଆବେଗ ବଢୁଛି। ଯାହା ଫଳରେ ରୋଗ ବ୍ୟାଧି ପାଇଁ ଲୋକେ ଡାକ୍ତାରଖାନା ନଯାଇ ଗୁଣି ଗାରେଡ଼ି ପ୍ରତି ଆଗ୍ରହ ଦେଖାଉଛନ୍ତି  । ଏହା ସହ କାହାର ପାରିବାରିକ…

ଅସହାୟ ବୃଦ୍ଧଙ୍କୁ ଆଶ୍ରୟ ଦେଇ ଚର୍ଚ୍ଚାରେ ନବରଙ୍ଗପୁର ଜିଲ୍ଲାପାଳ, ରୋଗାକ୍ରାନ୍ତ ବୃଦ୍ଧଙ୍କୁ ଚିକିତ୍ସା କରାଇବା ସହ…

ନବରଙ୍ଗପୁର(କେନ୍ୟୁଜ୍):   ଅସହାୟ ବୃଦ୍ଧଙ୍କୁ ଆଶ୍ରୟ ଦେଇ ପୁଣି ଚର୍ଚ୍ଚାରେ ନବରଙ୍ଗପୁର ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର । ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିକଟ ଆହାର କେନ୍ଦ୍ର ପରିସରରେ ଏକ ବୃଦ୍ଧ ଅସହାୟ ଅବସ୍ଥାରେ ପଡ଼ିଥିଲେ । ଖବରପାଇ ଜିଲ୍ଲାପାଳ ବୃଦ୍ଧଙ୍କ ପାଖରେ ପହଞ୍ଚି ଚିକିତ୍ସା…

ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ପାଉଁଶ

ନୟାଗଡ଼(କେନ୍ୟୁଜ୍): ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ । ଜେନେରାଲ ଏବଂ ମିସ୍‌ସେଲାନିୟସ ପ୍ରକୋଷ୍ଠରେ ନିଆଁ ଲାଗି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ନଷ୍ଟ ହୋଇଛି । କମ୍ପୁଟର, ସ୍କାନର, ମନିଟର, ୟୁପିଏସ୍‌ ଆଦି ପୋଡ଼ି ଯାଇଛି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଆୟତ୍ତ…

ଭଲ କାମ ପାଇଁ ପୁଣି ଚର୍ଚ୍ଚାରେ ନବରଙ୍ଗପୁର ଜିଲ୍ଲାପାଳ

ନବରଙ୍ଗପୁର(କେନ୍ୟୁଜ୍): ଜିଲ୍ଲାପାଳ ହେବ ତ ଏମିତି। ରାସ୍ତାରେ ଗାଡି ଅଟକାଇ ଦୃଷ୍ଟିହୀନ ଦମ୍ପତ୍ତିଙ୍କ ସୁବିଧା ଅସୁବିଧା ବୁଝିଲେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର। ନବରଙ୍ଗପୁର ପାପଡାହାଣ୍ଡି ବ୍ଲକ ପାତ୍ରି ପଞ୍ଚାୟତର ଦୃଷ୍ଟିହୀନ ଦମ୍ପତି ସମ୍ବାରୁ ଭତ୍ରା ଓ ସ୍ତ୍ରୀ…

ବଲାଙ୍ଗିରରେ ଜେଇଙ୍କ ପିସି ନେବା ଭିଡିଓ ଭାଇରାଲ ଘଟଣା, କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ଜିଲ୍ଲାପାଳଙ୍କ…

ବଲାଙ୍ଗିର ବ୍ଲକ କାର୍ଯ୍ୟାଳୟରେ ଦୁଇଜଣ ଜେଇଙ୍କ ଭିଡିଓ ଭାଇରାଲ ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ଜଣାଇଲେ ଜିଲ୍ଲାପାଳ। ପାଟଣାଗଡ଼ ବ୍ଲକ କନିଷ୍ଠ ଯନ୍ତ୍ରୀ ମହେଶ ଲାଲ ଅଗ୍ରୱାଲ ଓ ପୁଇଁତଳା ବ୍ଲକ ଜେଇ ସତ୍ୟନାରାୟଣ ତ୍ରିପାଠୀଙ୍କ ପିସି ନେବାର ଭିଡିଓ ଭାଇରାଲ ହୋଇଥିଲା। ଏହାକୁ…

ସାବାସ୍ ଜିଲ୍ଲାପାଳ, ଗ୍ରାଉଣ୍ଡ ଜିରୋକୁ ଯାଇ ବୁଝୁଛନ୍ତି ସମସ୍ୟା

ଭୁବନେଶ୍ବର (କେନ୍ୟୁଜ୍) : ଲୋକଙ୍କ ନିକଟତର ହେଉଛି ପ୍ରଶାସନ । ଜନସାଧାରଣଙ୍କ ନିକଟରେ ପହଞ୍ଚୁଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ । କିଭଳି ଲୋକମାନେ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ପାଇପାରିବେ ତା ଉପରେ ଦିଆଯାଉଛି ସର୍ବାଧିକ ଗୁରୁତ୍ୱ । ତିନି ଜିଲ୍ଲାର ଜିଲ୍ଲାପାଳଙ୍କ ଏଭଳି କିଛି…