ଯଦୁପୁର ନାବାଳିକା ହତ୍ୟା ମାମଲାରେ ଜିଲ୍ଲାପାଳ ଓ ଏସପିଙ୍କୁ ସମନ
ନୟାଗଡ଼ : ନୟାଗଡ଼ ଜିଲ୍ଲା ଯଦୁପୁର ନାବାଳିକା ହତ୍ୟା ମାମଲାରେ ଜିଲ୍ଲାପାଳ ଓ ଏସପିଙ୍କୁ ସମନ କରିଛନ୍ତି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ବ୍ୟକ୍ତିଗତ ଭାବରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି NCPCR । ହତ୍ୟାର କାରଣ ମାନବ ଅଙ୍ଗ ଚୋରାଚାଲାଣ ବୋଲି ନାବାଳିକାଙ୍କ ବାପାମାଆ ଅଭିଯୋଗରେ…