ତାଲିମ ନେଲେ ଜିଲ୍ଲାପାଳ : ୨୦୧୯ ସାଧାରଣ ନିର୍ବାଚନ ପ୍ରସ୍ତୁତି ଜୋରଦାର
ଭୁବନେଶ୍ବର : ୨୦୧୯ ସାଧାରଣ ନିର୍ବାଚନ ପ୍ରସ୍ତୁତି ନେଇ ଜିଲ୍ଲାପାଳମାନଙ୍କର କର୍ମଶାଳା । ଭୁବନେଶ୍ୱରରେ ଏକାଠି ହୋଇଥିଲେ ୨୭ଟି ଜିଲ୍ଲାର ଜିଲ୍ଲାପାଳ ଓ ୩ଟି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ । ନିର୍ବାଚନରେ ଇଭିଏମ୍ ଓ ଭିଭିପାଟ୍ ମେସିନ୍ ବ୍ୟବହାର ଏବଂ ନିର୍ବାଚନ ପରିଚାଳନା ସମ୍ପର୍କରେ…