ଯାଜପୁର: ଅବସରପ୍ରାପ୍ତ କର୍ମଚାରୀ ମହାସଂଘର ଜିଲାପାଳ ଅଫିସ ଆଗରେ ଗଣଧାରଣା
ଯାଜପୁର ଟାଉନ(କେନ୍ୟୁଜ୍): ବିଭିନ୍ନ ସମସ୍ୟା ସମାଧାନ ଦାବି ରେ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ପକ୍ଷରୁ ଯାଜପୁର ଜିଲାପାଳ ଅଫିସ ସମ୍ମୁଖରେ ଗଣଧାରଣା । ଅବସରପ୍ରାପ୍ତ କର୍ମଚାରୀ ଙ୍କୁ ଚିକିତ୍ସା ଭତା ଓ ଚିକିତ୍ସା ସୁବିଧା,ପେନସନ ବିଭାଗ ର ପୁନଃ ସ୍ଥାପନ, ନୂତମ ପେନସନ…