Browsing Tag

collector take strict action

ଯାଜପୁର: ସରକାରୀ କାର୍ଯ୍ୟରେ ଅବହେଳା ଅଭିଯୋଗରେ ୧୦ଜଣ ପଂଚାୟତ ଅଧିକାରୀ ନିଲମ୍ବିତ

ଯାଜପୁର ଟାଉନ: ସରକାରୀ କାର୍ଯ୍ୟରେ ଅବହେଳା ଅଭିଯୋଗରେ ୧୦ଜଣ ପଂଚାୟତ ଅଧିକାରୀ ନିଲମ୍ବିତ । ଦାୟିତ୍ୱ ହସ୍ତାନ୍ତର ନ କରିବା, ବ୍ଲକର ବୈଠକରେ ଯୋଗ ନଦେବା ଇତ୍ୟାଦି ଅଭିଯୋଗରେ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ୧୦ଜଣ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ।…