Browsing Tag

college girl kidnap

କେନ୍ଦୁଝର: କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗରେ ୪ଜଣ ଯୁବକଙ୍କୁ ଅଟକ ରଖିଛି ତୁରୁମୁଙ୍ଗା ଥାନା ପୋଲିସ

କେନ୍ଦୁଝର(କେନ୍ଯୁଜ୍): କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ। ଘଟଣାରେ ୪ଜଣ ଯୁବକଙ୍କୁ ଅଟକ ରଖିଛି ତୁରୁମୁଙ୍ଗା ଥାନା ପୋଲିସ। ଏହାସହ ଅପହରଣ ପାଇଁ ବ୍ୟବହୃତ ହୋଇଥିବା ଏକ କାରକୁ ଜବତ କରାଯାଇଛି। ଅଭିଯୋଗ ଅନୁଯାୟୀ ଛାତ୍ରୀ ଜଣକ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ମହାବିଦ୍ୟାଳୟରୁ ଫେରୁଥିବାବେଳେ…