ବଣ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି ଏହି ସ୍ବୟଂଶାସିତ ମହାବିଦ୍ୟାଳୟ, କ୍ଲାସ୍ ରୁମରେ ଥୁଆ ହୋଇଛି ମଦ ବୋତଲ
ଯାଜପୁର ଟାଉନ(କେନ୍ଯୁଜ୍): କ୍ଲାସ୍ ରୁମରେ ଥୁଆ ହୋଇଛି ମଦ ବୋତଲ। ଆଉ ଏପଟେ ଚାଲିଛି ପାଠପଢା। ଆଜ୍ଞା ଇଏ ଏମିତି ସେମିତି କ୍ଲାସ୍ ରୁମ୍ ନୁହେଁ ସ୍ବୟଂଶାସିତ ମହାବିଦ୍ୟାଳୟର କ୍ଲାସ ରୁମ୍। ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଆରମ୍ଭ ହୋଇଛି ସ୍ମାର୍ଟ ସ୍କୁଲର ବ୍ୟବସ୍ଥା। କିନ୍ତୁ ଏପଟେ…